Browsing Tag

latest

ମହିଳାଙ୍କ ସ୍ୱାଭାବିକତାକୁ ସ୍ୱୀକାର କରିବାର ବାର୍ତା ଦେଇଥାଏ ରଜପର୍ବ

ଆମେ ସିଭିଏଁ ଏ ସମ୍ପର୍କରେ ଅବଗତ ଯେ ଓଡ଼ିଶା ୧୨ ମାସରେ ୧୩ ପର୍ବ ପାଳନ କରିଥାଏ । ସେହି ପର୍ବ ଗୁଡ଼ିକ ମଧ୍ୟରୁ ରଜ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଚାରିଦିନ ଧରି ପାଳିତ ହୋଇଥାଏ ଏବଂ ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ ଭରି ରହିଥାଏ । ପ୍ରତିବର୍ଷ ଜୁନ ମାସର ମଧ୍ୟଭାଗରେ ଏହି ଉଲ୍ଲାସମୟ…

ଦେଶରେ ପ୍ରଥମଥର ଲଂଚ ହେବ ଆଂଟି ଭାଇରସ ପୋଷାକ, ଜୁନ ଶେଷ ସୁଦ୍ଧା ଆସିଯିବ ବଜାରକୁ

କରୋନା ଭାଇରସର ଜାରି ରହିଥିବା ସଂକ୍ରମଣ ମଧ୍ୟରେ ଦେଶରେ ପ୍ରଥମଥର ପାଇଁ ଆଂଟି ଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରୁ ପ୍ରସ୍‌ୁତ ପୋଷାକକୁ ଲଂଚ କରିବାର ପ୍ରସ୍ତୁତି କରାଯାଉଛି । ଜୁନ ଶେଷ ସୁଦ୍ଧା ଏହି ଟେକନିକରୁ ପ୍ରସ୍ତୁତ ସୁଟିଙ୍ଗ-ସାଟିଙ୍ଗ ଫ୍ୟାବ୍ରିକ୍ସ ଏବଂ ପ୍ରସ୍ତୁତ ପୋଷାକ ବଜାରକୁ ଆସିଯିବ…

ଏଇ ପରିସ୍ଥିତି ଗୁଡ଼ିକରେ ଭୂଲରେ ମଧ୍ୟ କରନ୍ତୁ ନାହିଁ ପ୍ରଭୁ ହନୁମାନଙ୍କ ପୂଜା, ହୋଇଥାଏ ଅଶୁଭ

ପ୍ରଭୁ ହନୁମାନଙ୍କୁ କଳିଯୁଗର ଜୀବନ୍ତ ଦେବତା ବୋଲି ମାନ୍ୟତା ରହିଛି । ମାନ୍ୟତା ରହିଛି ଯେ ପ୍ରଭୁ ହନୁମାନ କଳିଯୁଗର ଶେଷ ପର୍ଯ୍ୟନ୍ତ ଏହି ପୃଥିବୀରେ ସଶରୀର ଉପସ୍ଥିତ ରହିବେ । ହନୁମାନ ଜଲଦି ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି । ତାଙ୍କର ପୂଜା ବିଧି ବହୁତ ସରଳ ହୋଇଥାଏ । କିନ୍ତୁ ଅନେକ ଥର…

ବହୁତ ଶୀଘ୍ର ସୁଘିଂବା ଶକ୍ତିରେ ହ୍ରାସ କିମ୍ବା ସ୍ୱାଦ ନ ବାରିପାରୁଥିଲେ କରାଇବାକୁ ପଡ଼ିପାରେ କରୋନା ଟେଷ୍ଟ

କରୋନା ଭାଇରସ ମାମଲାରେ ଏବେ ଜଣାପଡ଼ିଛି ଯେ ରୋଗୀମାନଙ୍କର ଶୁଘିଂବା ଓ ସ୍ୱାଦ ଅନୁଭବ କରିବା କ୍ଷମତା ହ୍ରାସ ପାଇଥାଏ । ଏବେ ସରକାର ବହୁତ ଜଲଦି କରୋନାକୁ ନେଇ ଏକ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୂୁତ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକ ରହେ ତେବେ ସୁଂଘିବା ଏବଂ ସ୍ୱାଦ ବାରିବାର କ୍ଷମତାରେ…

ଦୁର୍ଗମ ଅଂଚଳର ଫସିଥିବା କୋଭିଡ ସଂକ୍ରମିତଙ୍କ ପାଇଁ ଆସିଲା ଚଳନଶୀଳ ଆଇସିୟୁ ‘ଅର୍ପିତ’

‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତୀୟ ବାୟୁସେନା ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛି, ଯାହାକି ଦୁର୍ଗମ ବା ରିମୋଟ ଅଂଚଳରେ ଫସିଥିବା ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରିବାରେ ସାହାଯ୍ୟକାରୀ ହେବ । ଏହି ଉପକରଣର ନାମ ରଖାଯାଇଛି ଏୟାରବର୍ଣ୍ଣ ରେସ୍କ୍ୟୁ ପଡ୍ ଫର ଆଇସୋଲେଟେଡ…

ସାଟେଲାଇଟରେ କାହିଁକି ଚଢ଼ାଯାଇଥାଏ ସୁନାର ଆସ୍ତରଣ? ଏହା ପଛରେ ରହିଛି ଅନେକ ବିସ୍ମୟକର କାରଣ

ସାଟେଲାଇଟ ବିଷୟରେ ତ ଆପଣ ଜାଣିଥିବେ ଯାହାକୁ ଭାରତରେ କୃତ୍ରିମ ଉପଗ୍ରହ ବୋଲି କୁହାଯାଇଥାଏ । ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁତନିକ-୧, ସୋଭିଏତ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀର କକ୍ଷକୁ ପଠାଯାଇଥିଲା । ସେବେଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଦିଆ…

ଟିକ୍‌ଟକ୍‌ରେ ବାବା ଜ୍ୟାକ୍ସନ ଭାବେ ଲୋକପ୍ରିୟ ହୋଇଥିବା ଯୁବରାଜ ଜିତିଲେ ଏକ କୋଟି ଟଙ୍କା, ଅମିତାଭ, ହ୍ରିତ୍ୱିକ ମଧ୍ୟ…

ଫି୍ଲପକାର୍ଟର ଏଂଟରଟେନମେଂଟ ନମ୍ବର ୱାନ ପ୍ରତିଯୋଗୀତା ଜିତିଥିବା ଟିକ୍‌ଟକ୍ ଷ୍ଟାର ବାବା ଜ୍ୟାକ୍ସସନ ଉର୍ଫ ଯୁବରାଜ ବର୍ତମାନ ସମୟରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି । ଏମିତିରେ ଏଭଳି ନୁହେଁ ଯେ ଏହି ପୁରସ୍କାର ଜିତିବା ପରେ ଯୁବରାଜ ଲୋକପ୍ରିୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଆଗରୁ ହିଁ ଜଣେ…

କମ୍ୟୁନିଟି ସ୍ପ୍ରେଡ କଣ? ଦିଲ୍ଲୀରେ ଘୁରି ବୁଲୁଛି ଯାହାର ବିପଦ

ଏବେ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣର କମ୍ୟୁନିଟି ଟ୍ରାନ୍ସମିସନ କଥା କୁହାଯାଉଛି । ସୋମବାର ଦିନ ପ୍ରେସ କନଫରେନ୍ସରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସେସୋଦିଆ କହିଥିଲେ ଯେ ଦିଲ୍ଲୀରେ କରୋନାର ମାମଲା ବଢ଼ିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ…

ଲଦାଖରେ ଭାରତୀୟ ସୈନ୍ୟଙ୍କର ଅଦମ୍ୟ ସାହସର ଭିଡିଓ ଦେଖି ଗର୍ବରେ ଭରିଯିବ ଆପଣଙ୍କ ଛାତି, ଗୃହ ରାଜ୍ୟ ମନ୍ତ୍ରୀ ଟ୍ୱିଟ…

ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ରିୟ ଗୃହ ରାଜ୍ୟମନ୍ତ୍ରୀ ଜୀ କିଶନ ରେଡ୍ଡି ଭାରତୀୟ ସେନାର ଏକ ଭିଡିଓ ଟ୍ୱିଟ କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ କିଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯବାନମାନେ ଦିନ ରାତି ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି ।…

କରୋନା ସଂକ୍ରମଣ ମାମଲାରେ ଚୀନକୁ ଟପିଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୯୦ ଜଣଙ୍କ ମୃତ୍ୟୁ

ବିଶ୍ୱ ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବେ କରୋନା ମାମଲାରେ ଚୀନକୁ ମଧ୍ୟ ପଛରେ ଛାଡ଼ିଦେଇଛି । ରବିବାର ଦିନ ମହାରାଷ୍ଟ୍ରରେ ୩୦୦୭ଜଣ ନୂଆ ସଂକ୍ରମିତ ମିଳିଥିବାବେଳେ, ୯୦ଜଣଙ୍କର ମୃତ୍ୟୁ ହୋଇଯାଇଛି, ଯେଉଁଥିରୁ ୬୧ଜଣ ମୁ୍‌ମ୍ବାଇର ଥିଲେ…