ବୟସ୍କ ତଥା ରୋଗୀଙ୍କ ପରେ ଏବେ ଯୁବଗୋଷ୍ଠୀଙ୍କୁ ମଧ୍ୟ ଦ୍ରୁତଗତିରେ ନିଜର ବଳୟକୁ ନେଉଛି ଏହି ଭାଇରସ
ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କ ପରେ ଏବେ କରୋନା ସଂକ୍ରମଣରେ ଆସୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମାନଙ୍କ ମଧ୍ୟରେ ଏଭଳି ଅନେକ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଠାରେ ସଂକ୍ରମଣ ତ ଦେଖାଯାଉନାହିଁ କିନ୍ତୁ ଏମାନେ ଅନ୍ୟମାନଙ୍କ ଠାରେ ରୋଗକୁ ପ୍ରସାରିତ…