ଚାଇନା ଆପ ଟିକଟକ ବିକଳ୍ପ ରୁପେ କରି ପାରିବେ ଏହି ପାଂଚଟି ସ୍ବଦେଶୀ ଆପର ବ୍ୟବହାର
ଭାରତ ସରକାରଙ୍କ ଦ୍ବାରା ୫୯ଟି ଚାଇନା ଆପ ବ୍ୟାନ ହେବା ପରେ ଅନେକ ଭାରତୀୟ ଆପ୍ ଚାଇନିଜ ଆପ ଟିକ୍ ଟକ୍ ପାଇଁ ଏକ ବିକଳ୍ପ ଭାବରେ ଉଭା ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି | ଆଜି ଆମେ ଆପଣଙ୍କୁ ସେହି ମୋବାଇଲ୍ ଆପ୍ ବିଷୟରେ କହିବୁ, ଯାହା ଚାଇନିଜ୍ ଟିକ୍-ଟକ୍ ସ୍ଥାନରେ ବ୍ୟବହାର…