ଭିଡ଼ରେ କୋଭିଡ -୧୯ ମାମଲା ଚିହ୍ନଟ କରିବା ପାଇଁ ସ୍ନିଫର କୁକୁର ବ୍ୟବହାର କରିବ ୟୁଏଇ
ୟୁଏଇ (ୟୁନାଇଟେଡ ଆରବ ଏମିରେଟସ) କୋଭିଡ-୧୯ ରୋଗୀଙ୍କୁ ଖୋଜିବା ପାଇଁ ସ୍ନିଫର କୁକୁର ବ୍ୟବହାର କରିବାକୁ ଚିନ୍ତା କରୁଛି। ଏହି କୁକୁରମାନେ ସେମାନଙ୍କର ସୁଘିଂବା ଶକ୍ତି ସହିତ କରୋନା ରୋଗୀଙ୍କୁ ଚିହ୍ନଟ କରିବେ | ଖଲିଜ ଟାଇମ୍ସ ରିପୋର୍ଟ କରିଛି ଯେ ୟୁଏଇର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ K9 ପୋଲିସ…