Browsing Tag

latest

ଭାଇରସର ଅନୁସଂନ୍ଧାନ ପାଇଁ ଚୀନ ଗସ୍ତ କରିଛି ଡବ୍ଲୁଏଚଓ ଟିମ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ଅଗ୍ରୀମ ଦଳ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବା ପାଇଁ ଚୀନ୍ ଯାଇଛନ୍ତି। ମୁଖପାତ୍ର ମାର୍ଗେଟ୍ ହ୍ୟାରିସ୍ କହିଛନ୍ତି ଯେ ଏଥିପାଇଁ ଦୁଇ WHO ବିଶେଷଜ୍ଞ ଚାଇନାର ବୈଜ୍ଞାନିକମାନଙ୍କ ସହ ମିଶି ଅନୁସନ୍ଧାନର ପରିସର ଏବଂ ମାର୍ଗ ନିର୍ଣ୍ଣୟ…

କରୋନା ବିରୁଦ୍ଧ ଲଢ଼େଇରେ ମୁମ୍ବାଇର ଧାରାବି ବସ୍ତିକୁ ମିଳିଲା ବିଶ୍ବ ସ୍ତରୀୟ ମାନ୍ୟତା, ଡବ୍ଲୁଏଚଓ କଲା ପ୍ରଶଂସା

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀର ମାତ୍ରା ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ମହାରାଷ୍ଟ୍ର ଦେଶର ଅନ୍ୟତମ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁମ୍ବାଇର ଧାରାବୀ ବସ୍ତିର ପ୍ରଶଂସା…

ଭଗବାନ ଶଙ୍କରଙ୍କର ସେହି ରହସ୍ୟମୟ ମନ୍ଦିର, ଯେଉଁଠାରେ ପ୍ରତି ୧୨ ବର୍ଷରେ ବଜ୍ରପାତ ହୁଏ

ହିମାଚଳ ପ୍ରଦେଶରେ ଅନେକ ଦେବୀ ଦେବକାଙ୍କର ମନ୍ଦିର ଅଛି, ଯେଉଁଥିପାଇଁ ଏହା ଦେବ ଭୁମି ନାମରେ ମଧ୍ୟ ଜଣାଶୁଣା | ଦେବଭୂମିରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି, ଯାହାର ନିଜସ୍ୱ ବିଶେଷ ଗୁଣ ଅଛି | ହିମାଚଳ ପ୍ରଦେଶର କୁଲୁ ସହରରେ ବିସ୍ ଏବଂ ପାର୍ବତୀ ନଦୀ ନିକଟରେ ଥିବା ଉଚ୍ଚ ପର୍ବତରେ ଭଗବାନ…

ୟୁଜରଙ୍କ ପ୍ରତିକ୍ଷାର ଅନ୍ତ ଘଟିଲା, ଏବେ ହ୍ୱାଟସଆପରେ ଆସିଯାଇଛି ଆନିମେଟେଡ ଷ୍ଟିକର୍ସ

ଇନଷ୍ଟାଂଟ ମେସେଜିଙ୍ଗ ଆପ ହ୍ୱାଟସଆପ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜରମାନଙ୍କ ପାଇଁ ଆନିମେଟେଡ ଷ୍ଟିକର ଲଂଚ କରିଦେଇଛି । ବର୍ତମାନ ୟୁଜର ଚାଟିଙ୍ଗ କରିବା ସହିତ ପରସ୍ପରକୁ ଆନିମେଟେଡ ଷ୍ଟିକର ମଧ୍ୟ ପଠାଇପାରିବେ । ଆପଣଙ୍କୁ ଜଣାଇଦେଉଛୁ ଯେ ଆନିମେଟଡ ଷ୍ଟିକରଗୁଡ଼ିକୁ କିଛି ଦିନ ପୁର୍ବରୁ…

ଅକାଳ ମୃତ୍ୟୁରୁ ବଂଚିବା ପାଇଁ ମହାକାଳଙ୍କ ସାହାରା ନେଉଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ପ୍ରତ୍ୟେକ ଦିନ ଦୁଇଘଂଟା…

ବିକାଶ ଦୁବେ ମହାକାଲଙ୍କ ଭକ୍ତ ଥିଲା । ପ୍ରତ୍ୟେକ ଦିନ ସେ ଦୁଇ ଘଂଟା ପୂଜାପାଠ କରୁଥିଲା । ତାକୁ ବିଶ୍ୱାସ ହୋଇଯାଇଥିଲା ଯେ ଯଦି ସେ ୟୁପି ପୋଲିସଙ୍କ ହାତରେ ଧରାପଡିଯାଏ ତେବେ ତାର ମୃତ୍ୟୁ ସୁନିଶ୍ଚିତ । ବୋଧହୁଏ ଏଥିପାଇଁ ଅକାଳ ମୃତ୍ୟୁରୁ ରକ୍ଷାପାଇବା ପାଇଁ ଉଜୟିନୀ ମହାକାଳ ମନ୍ଦିରରେ…

ଦେଶ ପାଇଁ ଏସିଆର ବୃହତମ ସୌର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଛନ୍ତି- ଇତିହାସ ସୃଷ୍ଟି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର କାରଖାନାର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାରରେ ପ୍ରଧାନମନ୍ତ୍ରୀ ମୋଦୀ…

ପିସ୍ତଲ ନେଇ କଲେଜକୁ ଯାଉଥିଲା ବିକାଶ ଦୁବେ, ୧୪ ବର୍ଷ ବୟସରେ ନିଜ ଶିକ୍ଷକଙ୍କ ଉପରେ କରିଥିଲା ଆକ୍ରମଣ

କାନପୁର ଏନକାଉଣ୍ଟର ପରେ ଆଜି (ଜୁଲାଇ ୨୦) ଏନକାଉଣ୍ଟରରେ ଫରିଦାବାଦ ଏବଂ ପରେ ୟୁପିରୁ ଉଜଇନରେ ପହଞ୍ଚିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍ର ମୃତ୍ୟୁ ଘଟିଛି। ବିକାଶ ଦୁବେର ଗିରଫ ଯେତିକି ନାଟକୀୟ ଥିଲା ତାର ଏନକାଉଣ୍ଟରରେ ମୃତ୍ୟୁ ମଧ୍ୟ ସେତିକି ନାଟକୀୟ ଥିଲା। ତାର ମୃତ୍ୟୁ ସହିତ ଦୁଇ…

ଭାରତୀୟ ରେଲୱେର ଆଉ ଏକ ସଫଳତା-ବିନା ଡିଜେଲ ଓ ବିଦ୍ୟୁତରେ ଦୌଡ଼ିଲା ଟ୍ରେନ, ଦେଖନ୍ତୁ ଭିଡିଓ

କରୋନା ସମୟରେ, ଭାରତୀୟ ରେଳ ବିଭାଗ ଗୋଟିଏ ପରେ ଗୋଟିଏ ନୂଆ ସଫଳତା ହାସଲ କରୁଛି | ବର୍ତ୍ତମାନ ଭାରତୀୟ ରେଳ ବିଭାଗ ଏକ ବ୍ୟାଟେରୀ ଚାଳିତ ଇଞ୍ଜିନ୍ ନିର୍ମାଣ କରିଛି ଏବଂ ଏହାକୁ ସଫଳତାର ସହ ପରୀକ୍ଷା କରିଛି | ଏହାର ଅର୍ଥ କିଛି ଦିନ ମଧ୍ୟରେ ଟ୍ରାକରେ ବ୍ୟାଟେରୀରେ ଚାଲୁଥିବା ଟ୍ରେନଗୁଡ଼ିକୁ…

ଇଣ୍ଡିଆ ଗ୍ଲୋବଲ ୱିକରେ ମୋଦୀଙ୍କ ଉଦବୋଧନ- ଆଜି ଦେଶ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଗତି କରୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଇଣ୍ଡିଆ ଗ୍ଲୋବାଲ ସପ୍ତାହକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ହେଉଛି ଏଭଳି ପ୍ରତିଭାର ଶକ୍ତି ସ୍ଥଳ ଯାହା ବିଶ୍ୱରେ ନିଜର ପହଂଚ ଦେଖାଇବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କରୋନା ସଙ୍କଟ ଏବଂ…

କଣ ମ୍ୟୁଟେସନରୁ ଭାଇରସର ସଂକ୍ରମଣ ଆହୁରି ବଢିଯିବ, ଚିନ୍ତା ବ୍ୟକ୍ତ କଲେ ବୈଜ୍ଞାନିକ

କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଗବେଷଣା ଏବଂ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ କରୋନା ଭାଇରସର ପ୍ରସାରଣ ସହ ବୈଜ୍ଞାନିକାମାନେ ଭାଇରସର ମ୍ୟୁଟେସନ(ଆକୃତିରେ ପରିବର୍ତନ) ଉପରେ ଜୋର ଦେବା ଆରମ୍ଭ କରିଦେଇଛନ୍ତି । ଏହା ଏଥିପାଇଁ କାରଣ ମ୍ୟୁଟେସନ ସହ ଭାଇରାସର ଘାତକ ହେବାର ସମ୍ଭାବନା…