ଚିତାବାଘ ଭୟରେ ଗଛରେ ଦୁଇଘଂଟା ରହିଲେ ଯୁବକ, ଶେଷରେ ପୋଷା କୁକୁର ହୋଇଗଲା ଶିକାର
ଜଙ୍ଗଲରେ ଗୋରୁ ଚରାଉଥିବା ଜଣେ ଯୁବକ ଚିତାବାଘର ସାମ୍ନା କରିବା ମାତ୍ରେ ଏକ ଗଛ ଉପରକୁ ଚଢିଗଲା। ପ୍ରାୟ ୨ ଘଣ୍ଟା ଧରି ସେ ଗଛ ଉପରେ ବସି ସାହାଯ୍ୟକୁ ଅପେକ୍ଷା କରିଥିଲେ। ଏହି ସମୟ ମଧ୍ୟରେ, ଚିତାବାଘ ତାଙ୍କ ପୋଷା କୁକୁରକୁ ଶିକାର କଲା, ଯାହା ଗଛ ତଳେ ନିଜର ମାଲିକକୁ ଅପେକ୍ଷା କରିଥିଲା |…