ଦେଶରେ ଗତ ୨୪ଘଂଟା ଭିତରେ ୨୩୯୫୦ କରୋନା ସଂକ୍ରମିତ ଚିହ୍ନଟ , ୩ ଲକ୍ଷ ତଳେ ସକ୍ରିୟ ମାମଲା
କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୨୩,୯୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ୯୬ଲକ୍ଷ ପାର୍ ହୋଇଛି । ସେହିପରି ଦେଶରେ ଆକ୍ଟିଭ କେସ୍ 3ଲକ୍ଷ ତଳେ ରହିଛି ।
କେନ୍ଦ୍ରୀୟ…