ସୁପରଓମେନ୍ ଲୁକରେ ନଜର ଆସିଲେ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡ଼ିଆ ରେ ସେୟାର କଲେ ଫଟୋ
୪୦ ବର୍ଷ ପରେ ବି ନିଜ ଜଲୱାରେ ଅନ୍ୟକୁ ଦିୱାନା କରୁଛନ୍ତି ଶିଳ୍ପା। ଏବେ ସେ ଇଣ୍ଡିଆଜ ଗଟ୍ ଟାଲେଣ୍ଟର ଜଜ୍ ସିଟ୍ରେ ବସିଛନ୍ତି। ଏହି ଶୋ’ରେ ଗ୍ଲାମରର ତଡ଼କା ମାରୁଥିବା ଶିଳ୍ପା ଖୁବ୍ ଏଣ୍ଟରଟେନ ବି କରୁଛନ୍ତି। ହେଲେ ବର୍ତ୍ତମାନ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ନୂଆ ଚେହେରା ଏବଂ…