Browsing Tag

latest

ଆଜି ହେଉଛି ଶନି ଅମାବାସ୍ୟା , ଶନି ମହାରାଜଙ୍କୁ ଏହି ଦଶଟି ବିଶେଷ ଉପାୟରେ କରିହେବ ସନ୍ତୁଷ୍ଟ

ଶନିବାର ଦିନ ପଡୁଥିବା ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ | ଚଳିତ ବର୍ଷ ମାର୍ଚ୍ଚ ୧୩ ରେ ଶନି ଅମାବାସ୍ୟା ପଡ଼ୁଛି| ଧାର୍ମିକ ଦୃଷ୍ଟିକୋଣରୁ, ଶନେଶ୍ବରୀ ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି | ଏହି ଦିନ ଲୋକମାନେ ଆଶୀର୍ବାଦ ପାଇବା ପାଇଁ ଭଗବାନ ଶନିଙ୍କୁ ପୂଜା କରନ୍ତି। ଜ୍ୟୋତିଷ…

କରୋନା ପ୍ରକୋପ: ଦେଶରେ ଗତ ବର୍ଷ ଭଳି ପରିସ୍ଥିତି ! ୨୪ ଘଂଟା ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ,

ଶନିବାର ଦିନ ଦେଶରେ କୋଭିଡ -୧୮ ର ୨୪,୮୮୨ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ହେଉଛି ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ରୋଗୀ। ଏହା ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୧୩,୩୩,୭୨୮ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ଜାଣନ୍ତୁ ଖରାଦିନେ କିଭଳି ରଖିବେ ସ୍କିନକୁ ଚମକିତ ଏବଂ ସତେଜ

ଖରାଦିନ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ନିଜ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଖରାର ପ୍ରଭାବରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ତ୍ୱଚା ସମ୍ବନ୍ଧୀୟ କିଛି ଏପରି ଟିପ୍ସ ,ଯାହାକୁ ମାନିବା…

ରକ୍ତଚାପ ନିୟନ୍ତ୍ରଣ କରିବା ସହ କ୍ୟାନ୍ସରରୁ ମଧ୍ୟ ରକ୍ଷା କରିଥାଏ ତରଭୁଜ, ସ୍କିନକୁ ରଖେ କୋମଳ

ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା ହିଁ କିଛି ଅଲଗା । ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ଜଳୀୟଅଂଶ ଓ ୮ ପ୍ରତିଶତ ଚିନି ରହିଛି। ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ତ୍ୱଚା କ୍ୟାନ୍ସର ଭଳି ବିଭିନ୍ନ କ୍ୟାନ୍ସର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ।…

ଇତିହାସ ରଚିଲେ ମିଥାଲି ରାଜ: ୧୦,୦୦୦ ରନ୍ ସ୍କୋର କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍

ଭାରତୀୟ ମହିଳା କ୍ରିକେଟ୍ ଦଳର ୱାନଡେ କ୍ୟାପଟେନ ମିଥାଲି ରାଜ ଆଜି ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ୧୦,୦୦୦ ଅନ୍ତର୍ଜାତୀୟ ରନ୍ ସ୍କୋର କରିବାରେ ବିଶ୍ୱରେ ଦ୍ବିତୀୟ ଏବଂ ଭାରତର ଏକମାତ୍ର ମହିଳା କ୍ରିକେଟର ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ…

AICTE ର ବଡ ନିଷ୍ପତ୍ତି: ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଗଣିତ, ପଦାର୍ଥ ବିଜ୍ଞାନ ଜରୁରୀ ନୁହେଁ

ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ଦ୍ୱାଦଶ ମାନ୍ୟତାରେ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନର ବାଧ୍ୟତାମୂଳକ ବିଷୟଗୁଡ଼ିକୁ ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) ରଦ୍ଦ କରିଦେଇଛି | ଦ୍ବାଦଶ ଶ୍ରେଣୀରେ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଷୟଗୁଡ଼ିକର…

ଆଜି କ୍ୱାଡ ଦେଶର ପ୍ରଥମ ବୈଠକ: ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗ ବିଷୟରେ ଆଲୋଚନା କରିବେ ମୋଦୀ

କ୍ୱାଡ ଦେଶର ମୁଖ୍ୟ - ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏହି ଭର୍ଚୁଆଲ୍ ବୈଠକରେ ଭାରତ-ପ୍ରଶାନ୍ତ ଅଞ୍ଚଳକୁ ମୁକ୍ତ, ସ୍ବତନ୍ତ୍ର ଏବଂ ସମାବେଶୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହଯୋଗ ବୃଦ୍ଧି ଉପରେ ଆଲୋଚନା…

ମହାରାଷ୍ଟ୍ରରେ ଭୟାବହ ହେଲାଣି ଅବସ୍ଥା, ନାଗପୁରରେ ପୁଣି ଲାଗିଲା ଲକଡାଉନ

ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ନାଗପୁରରେ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଲଗାଇଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…

ତାୱା ଏବଂ କଡ଼େଇର ବ୍ୟବହାର ବେଳେ ଆପଣାନ୍ତୁ ବିଶେଷ ସାବଧାନତା, ନଚେତ ହୋଇପାରେ ସମସ୍ୟା

ଆମ ଜୀବନରେ ଅନେକ ସମସ୍ୟା ଆସୁଥାଏ, କିନ୍ତୁ ବେଳେବେଳେ ଏହି ସମସ୍ୟାଗୁଡ଼ିକ ଏତେ ବଢ଼ିଯାଏ ଯେ ଜଣେ ଚାପଗ୍ରସ୍ତ ହେବାକୁ ଲାଗେ | ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଘରେ କାମ କରିବା ସମୟରେ ଅଜାଣତରେ ଆପଣଙ୍କ ଦ୍ବାରା ହୋଇଥିବା ଭୁଲ ହେତୁ ହୋଇପାରେ | ହଁ, ବାସ୍ତୁ…

କାନାଡ଼ା ରାଜରାସ୍ତାରେ ପିଏମ ମୋଦୀଙ୍କ ବିରାଟ ହୋର୍ଡିଂ, କରୋନା ଟିକା ପାଇଁ ଜଣାଇଲେ କୃତଜ୍ଞତା

କରୋନା ଭାଇରସ ବିରୋଧୀ ଲଢେଇରେ ଭାରତର ଉଦ୍ୟମକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି । ଏଭଳି ଘଡ଼ିସନ୍ଧି ମୂହୁର୍ତରେ ଅନ୍ୟ ଦେଶଗୁଡ଼ିକୁ ଭାକସିନ୍ ପ୍ରଦାନ କରି ପ୍ରକୃତ ବନ୍ଧୁତାର ପରିଚୟ ଦେଇଛି ଭାରତ। ଏହିକାରଣରୁ ଭାରତର ଏହି ସାହାଯ୍ୟ ପ୍ରତିବଦଳରେ କାନାଡାର ରାସ୍ତାରେ ପ୍ରଧାନମନ୍ତ୍ରୀ…