ଅଷ୍ଟମୀ ତିଥିରେ କରନ୍ତୁ ଏହି ପାଂଚଟି ପ୍ରତିକାର, ସମସ୍ତ ଦୁଃଖରୁ ମିଳିବ ମୁକ୍ତି
ଚୈତ୍ର ନବରାତ୍ରୀର ପବିତ୍ର ପର୍ବ ଚୈତ୍ର ଶୁକ୍ଲ ପ୍ରତୀପଦା ଠାରୁ ଆରମ୍ଭ ହୋଇ ଚୈତ୍ର ଶୁକ୍ଲ ନବମୀ ପର୍ଯ୍ୟନ୍ତ ରହିଥାଏ | ନଅ ଦିନ ଧରି ଚାଲୁଥିବା ଏହି ପବିତ୍ର ପର୍ବରେ ଆଦି ଶକ୍ତି ମା ଦୁର୍ଗାଙ୍କର ନଅ ପ୍ରକାର ରୂପକୁ ପୂଜା କରାଯାଏ | ନବରାତ୍ରୀରେ ଅଷ୍ଟମୀ ପୂଜା ବିଶେଷ ମହତ୍ତ୍ୱ ରହିଛି |…