ସଲମାନଙ୍କ ବହୁ ପ୍ରତିକ୍ଷିତ ଆକ୍ସନ ପ୍ୟାକ୍ଡ ଫିଲ୍ମ ‘ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇ’ ଟ୍ରେଲର ରିଲିଜ
ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ଶେଷରେ ଏହାର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି ଫିଲ୍ମ 'ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ'ର ଟ୍ରେଲର ମୁକ୍ତିଲାଭ କରିଛି ଏବଂ ଇଦ୍ର ବିଶେଷ ଉତ୍ସବରେ ସଲମାନ ଖାନ ନିଜ ପ୍ରଶଂସକମାନଙ୍କୁ ଏହି ଆକ୍ସନ…