ପାପୋଛ ବା ଡୋରମ୍ୟାଟରେ ଘରୁ ଦୂର ହେବ ନକାରାତ୍ମକତା, ଜାଣନ୍ତୁ ଏହା ସହ ଜଡ଼ିତ କିଛି ବିଶେଷ ଉପାୟ
ବାସ୍ତୁ ଶାସ୍ତ୍ରର କିଛି ଜିନିଷକୁ ଧ୍ୟାନରେ ରଖିଲେ ଘରେ ସକରାତ୍ମକ ଶକ୍ତି ସଂଚାର ହୋଇଥାଏ | ସକରାତ୍ମକ ଶକ୍ତିର ସଂଚାର ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଥାଏ | ଘରର ମୁଖ୍ୟଦୁଆର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ | ପ୍ରତ୍ୟେକ ଘରର କବାଟରେ ପାପୋଛ ରଖିବା ଜରୁରୀ ଯାହା ଦ୍ବାରା ବାହାରେ ଥିବା…