Browsing Tag

latest

ହୃଦୟକୁ କିଭଳି ପ୍ରଭାବିତ କରୁଛି କରୋନା ଭାଇରସ? ଜାଣନ୍ତୁ

କରୋନା ମହାମାରୀ ସମୟରେ କୋଭିଡରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶିକାର ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା…

ବୁଧବାର ଦିନ ଏହି ପାଂଚଟି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଆପଣଙ୍କ କ୍ଷତି

ବୁଧବାର ଦିନକୁ ଭଗବାନ ଗଣେଶଙ୍କ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଗଣପତି ମହାରାଜଙ୍କୁ ପୂଜା କରି ଲୋକଙ୍କ ସମସ୍ତ ପ୍ରକାର ଦୁଃଖ ଦୂର କରାଯାଇଥାଏ। କିନ୍ତୁ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ବୁଧବାର ଦିନ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। ଏହି ଦିନରେ ଏହି ପାଂଚୋଟି କାର୍ଯ୍ୟ…

ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୮୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ : ୩୭୮୦ ଜଣ ମୃତ

ଦେଶରେ ବିଭିନ୍ନ ସ୍ଥାନରେ ଆଜିଠୁ ଆରମ୍ଭ ହୋଇଛି ଲକଡାଉନ୍ । ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ତାଲାବନ୍ଦର ନିଷ୍ପତ୍ତି । ଏପଟେ କମିବାର ନାଁ ନଉନି ସଂକ୍ରମଣ । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ ।…

କଣ ନାକରେ ଲେମ୍ବୁ ରସ ପକାଇଲେ ସତରେ ଦୂର ହୋଇଯିବ କରୋନା ? ଜାଣନ୍ତୁ ଭାଇରାଲ୍ ପୋଷ୍ଟର ସତ୍ୟତା

କରୋନା ଭାଇରସ ଦ୍ବିତୀୟ ଲହର ଯୋଗୁଁ ଭାରତରେ ପରିସ୍ଥିତି ଭୟଙ୍କର ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ରୋଗୀଙ୍କୁ ଦେଖିବାକୁ ମିଳୁଛି। ସଂକ୍ରମଣର ବୃଦ୍ଧି ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମଧ୍ୟ ରହିଛି। ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଅନେକ ଘରୋଇ ଉପଚାର ଗ୍ରହଣ କରୁଛନ୍ତି |…

ଭାରତ ଏହି ତିନୋଟି ଫର୍ମୂଲା ଗ୍ରହଣ କଲେ ବନ୍ଦ ହୋଇଯିବ ସଂକ୍ରମଣର ଗତି: ଡା ଫାଉଚି

କରୋନା ଭାଇରସ ଦ୍ବିତୀୟ ଲହର ଦେଇ ସମଗ୍ର ଭାରତ ଗତି କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ବିପଦପୂର୍ଣ୍ଣ ଭାଇରସ କବଳିତ ହେଉଛନ୍ତି, ତେଣୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି | ଏହି ସମୟରେ ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା…

କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟ ସସପେଣ୍ଡ , ପଶ୍ଚିମବଙ୍ଗ ହିଂସା ଉପରେ କରିଥିଲେ ବିବାଦୀୟ ଟୁଇଟ

ନିଜ ବୟାନ ଏବଂ ବିବାଦ କାରଣରୁ କଙ୍ଗନା ରଣାୱତଙ୍କ ଟୁଇଟର ଆକାଉଂଟକୁ ସସପେଣ୍ଡ କରିଦିଆଯାଇଛି। ସେ ଟୁଇଟର ନିୟମ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ ଯେ କଙ୍ଗନା ଗତ ତିନି ଦିନ ଧରି ବିବାଦୀୟ ଟୁଇଟ ହେତୁ ଚର୍ଚାରେ ରହିଛନ୍ତି। ଗତ ଦିନ ଅମ୍ଳଜାନ ଉପରେ କରାଯାଇଥିବା ଏକ ଟ୍ୱିଟ ଯୋଗୁଁ…

ସୋନୁ ସୁଦଙ୍କୁ ଫ୍ରଡ କହିଲେ ୟୁଜର, କଙ୍ଗନା ଦେଲେ ଏଭଳି ପ୍ରତିକ୍ରିୟା

ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଛି। ଏଥିସହ ପୀଡିତମାନେ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଇଞ୍ଜେକ୍ସନ ଇତ୍ୟାଦି ଅଭାବର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ବଲିଉଡ ତାରକା ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ବଲିଉଡ ଅଭିନେତା ସୋନୁ ସୁଦଙ୍କ…

ବିବାହର ୨୭ ବର୍ଷ ପରେ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି ବିଲ୍ ଗେଟ୍ସ ଏବଂ ପତ୍ନୀ ମେଲିଣ୍ଡା

ବିବାହର ୨୭ ବର୍ଷ ପରେ ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ଏକ ବିବୃତ୍ତି ଜାରି କରି କହିଛନ୍ତି - ଆମେ ଆମର ବୈବାହିକ ଜୀବନକୁ ସମାପ୍ତି କରିବାକୁ ନିଷ୍ପତ୍ତି ନେଇଛୁ। ବିଲ୍ ଗେଟ୍ସ ଟ୍ୱିଟ କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ…

ଘରକୁ ସକାରାତ୍ମକ ଶକ୍ତିର ସଂଚାର ପାଇଁ କରନ୍ତୁ ବିଛଣା ସହ ଜଡ଼ିତ ଏହି ସରଳ ଉପାୟ

ଆମ ଜୀବନରେ ବାସ୍ତୁଶାସ୍ତ୍ରର ବେଶ ମହତ୍ବ ରହିଥାଏ । ଘରେ ବ୍ୟବହୃତ ପ୍ରତ୍ୟେକ ବସ୍ତୁ ସହ ବାସ୍ତୁଶାସ୍ତ୍ର ଜଡ଼ିତ । ତେବେ ପ୍ରାୟ ପ୍ରତିଟି ଘରେ ବିଛଣା ବା ବେଡ ରହିଥାଏ । ଏହା ଆରାମ କରିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଜାଗାର ଅଭାବରୁ ଆମେ ଏହାତଳେ ଅନେକ ଜିନିଷପତ୍ର ରଖିଦେଇଥାଉ ।…

୨୪ ଘଂଟା ମଧ୍ୟରେ ଦେଶରେ ୩,୫୭,୨୨୯ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୩,୨୦,୨୮୯ ଆକ୍ରାନ୍ତ

ଭାରତରେ ଗତ ୨୪ ଘଂଟା ମଧ୍ୟରେ ୩୫୭,୨୨୯ ନୂତନ କୋଭିଡ -୧୯ ମାମଲା ଚିହ୍ନଟ ହେବାସହ ଦେଶର ମୋଟ କରୋନାଭାଇରସ ସଂକ୍ରମଣ ୨୦ ନିୟୁତ ମାର୍କ ଅତିକ୍ରମ କରିସାରିଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ମଧ୍ୟ ଅଧିକ ରହିଛି। ଗତକାଲିଠାରୁ ଆଜି ସୁସ୍ଥ ସଂଖ୍ୟା ଅଧିକ…