କୋଭିଡ୍ -୧୯ରେ ବଲିଉଡର ପ୍ରସିଦ୍ଧ ଫିଲ୍ନ ନିର୍ମାତା ରିଆନ୍ ଷ୍ଟିଫେନଙ୍କ ଦେହାନ୍ତ
ଗୋଆରେ କୋଭିଡ -୧୯ ସମ୍ବନ୍ଧୀୟ ଜଟିଳତା ହେତୁ ଚଳଚ୍ଚିତ୍ର ନିର୍ମାତା ରିୟାନ ଷ୍ଟିଫେନଙ୍କର ଶନିବାର ଦେହାନ୍ତ ହୋଇଛି। ରିଆନ୍ ପୂର୍ବରୁ କିଆରା ଆଡଭାନୀଙ୍କ ଇନ୍ଦୁ କି ଜୱାନି ଏବଂ କାଜୋଲଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଦେବୀ ନିର୍ମାଣ କରିଛନ୍ତି । ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ ରାଇଟର୍…