Browsing Tag

latest

ହାତରୁ ଏହିସବୁ ଜିନିଷ ପଡ଼ିବା ଦେଇଥାଏ ଅଶୁଭର ସଙ୍କେତ, ଜାଣିରଖନ୍ତୁ କଣ

ଅଧିକାଂଶ ସମୟ ଆମ ହାତରୁ କିଛି ଜିନିଷ ପଡ଼ିଯାଇଥାଏ। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ପଡ଼ିବା ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। ବାସ୍ତୁଶାସ୍ତ୍ରରେ କେଉଁ କେଉଁ ଜିନିଷ ତଳେ ପଡ଼ିଲେ ଅଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ଆମ ପାଇଁ କଣ ଅସୁବିଧା ଏବଂ ବିପଦ ସୃଷ୍ଟି କରିଥାଏ ଆସନ୍ତୁ ଜାଣିବା…

ଗୋଟିଏ ମାସ ପାଇଁ ଖାଆନ୍ତୁ ଏହି ଫଳ, ଶରୀରରେ ଆସିବ ଏହି ସାତୋଟି ପରିବର୍ତନ

ଡ଼ାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଯଦି ଡ଼ାଳିମ୍ବ ଖାଉନାହାଁନ୍ତି, ତାହେଲା ଆଜି ଜାଣନ୍ତୁ ଏହାର ଉପକାର, କାଲିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ । ଡ଼ାଳିମ୍ବରେ ଫାଇବର ସାଥିରେ ଭିଟାମିନ ପ୍ରଚୁର ଭରପୁର ଥାଏ । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ,…

ଆପଣଙ୍କ ପରିବାର ପ୍ରତି ବିପଦ ବିଷୟରେ ତୂଳସୀ ଗଛ ଏଭଳି ଦେଇଥାଏ ସଙ୍କେତ

ଶାସ୍ତ୍ରରେ କୁହାଯାଇଛି ଯେ ତୁଳସୀ ଦେବୀ ଲକ୍ଷ୍ମୀଙ୍କ ରୂପ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟନ୍ତି। ଏଥିପାଇଁ ହିନ୍ଦୁ ଧର୍ମରେ ଧାର୍ମିକ ପୂଜା ଏବଂ ଖାସକରି ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଇଥାଏ। ତୁଳସୀକୁ ସମ୍ବେଦନଶୀଳ ଗଛ ବୋଲି କୁହାଯାଏ। ଏପରି କୁହାଯାଇଛି ଯେ ଯଦି…

ଛୋଟ ହେଲେ ମଧ୍ୟ ବେଶ ଲାଭକାରୀ ହୋଇଥାଏ ଜାମୁକୋଳି, ମିଳିଥାଏ ଆଶ୍ଚର୍ଯ୍ୟଜନକ ଫାଇଦା

ବର୍ଷା ଋତୁର ଆଗମନ ସହ ଏବେ ଚାରିଆଡେ଼ ଜାମୁକୋଳିର ଆସର ତ ନିଶ୍ଚିତ ଦେଖିବାକୁ ମିଳିବ । ଜାମୁକୋଳି ଦେଖିବାକୁ କଳା ଓ ଏହାର ଆକାର ଛୋଟ | ଏହା ଖାଇବାରେ ମଧ୍ୟ ଏହା ବେଶ ସୁଆଦିଆ ହୋଇଥାଏ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଜାମୁକୋଳି…

ପନିପରିବାକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଏକ ସପ୍ତାହ ପାଇଁ ପନିପରିବା ଆଣିବାକୁ ପସନ୍ଦ କରିଥାନ୍ତି । ଯାହାଫଳରେ ବାରମ୍ବାର ବଜାରକୁ ଯିବାକୁ ପଡିବ ନାହିଁ । କିନ୍ତୁ ପ୍ରାୟତଃ ଫ୍ରିଜରେ ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ କମ୍ ସ୍ଥାନ ଥାଏ । ଏମିତିରେ ପ୍ରାୟ ସଭିଙ୍କ ଘରେ ଫ୍ରିଜ ମଧ୍ୟ ନଥାଏ । ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ…

ଶରୀରର ହଜମ କ୍ରିୟା ବଢ଼ାଇଥାଏ ଏହିସବୁ ଖାଦ୍ୟ, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ

ଆପଣଙ୍କ ଶରୀରରେ ଭୋଜନର ଶକ୍ତି ବଢ଼ାଇବାକୁ ବିପାକକ୍ରିୟା କୁହାଯାଏ। ମନୁଷ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶକ୍ତି ଆବଶ୍ୟକ କରିଥାଏ ଯାହା ଖାଦ୍ୟରୁ ମିଳିଥାଏ। ଏହି ଶକ୍ତି ବିପାକକ୍ରିୟାରୁ ମିଳିଥାଏ । ବିପାକକ୍ରିୟା ଯେତେ ଉନ୍ନତ ହେବ ଆପଣ ସେତେ ଶକ୍ତିବାନ୍ ଏବଂ ସକ୍ରିୟ ହେବେ।…

କରୋନା ଟିକା ସହିତ ଜଡିତ ଏହି ୬ଟି ଗୁଜବରୁ ନିଜକୁ ବଞ୍ଚାନ୍ତୁ, ନିଶ୍ଚିତ ଭାବରେ ନିଅନ୍ତୁ ଟିକା

ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ବହୁତ ଦ୍ରୁତ ଗତିରେ ଚାଲିଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨୨ କୋଟିରୁ ଅଧିକ କରୋନା ଟିକା ଦିଆଯାଇଛି। ତଥାପି, କେତେକ ସ୍ଥାନରେ ଲୋକମାନେ ଟିକାଠାରୁ ବିଶେଷ କରି ଗ୍ରାମଗୁଡିକରେ ଦୂରତା ରଖୁଛନ୍ତି | ବାସ୍ତବରେ ଏହି ଟିକା ବିଷୟରେ ସୋସିଆଲ ମିଡିଆରେ ଅନେକ…

ଜାଣନ୍ତୁ ଦୁନିଆର ଏହି ରହସ୍ୟମୟୀ ସ୍ଥାନ ବିଷୟରେ ଯେଉଁଠାରେ କାମ କରେ ନାହିଁ ବିଦ୍ୟୁତ ଉପକରଣ

ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ସେହି…

ଭାରତରେ ବହୁତ ଜଲଦି ଉପଲବ୍ଧ ହେବ Pfizer ଏବଂ Moderna ପରି ବିଦେଶୀ ଟିକା: ମିଳିଲା ଡିସିଜିଆଇର ଗ୍ରୀନ ସିଗନାଲ

କରୋନାର ଦ୍ବିତୀୟ ଲହରର ବିପଦ ଏବଂ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର କେବଳ ଟୀକାକରଣର ବେଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଅଧିକରୁ ଅଧିକ ଟିକା କମ୍ପାନୀ ରହିବା ଆବଶ୍ୟକ। ତେଣୁ ଟୀକାକରଣର ଗତି ବଢ଼ାଇବାକୁ DCGI ଏକ ବଡ ନିଷ୍ପତ୍ତି ନେଇଛି |…

ଘରେ ଏହି ସବୁ ଫଟୋ ଲଗାଇଲେ ବଢ଼ିଥାଏ ସୁଖ ସମୃଦ୍ଧି

ନିଜର ଏକ ଘର ହେବା ପ୍ରତ୍ୟେକ ମନୁଷ୍ୟର ସ୍ବପ୍ନ । ଯେପରିକି ଏହା ସୌନ୍ଦର୍ଯ୍ୟ ଏବଂ ଖୁସିରେ ପରିପୂର୍ଣ୍ଣ ରହେ ସଭିଏଁ ଏହା ଚାହିଁଥାନ୍ତି । ଏଥି ସହିତ, ଲୋକମାନେ ଏହାକୁ ସଜାଇବା ପାଇଁ ବିଭିନ୍ନ ଫଟୋ ମଧ୍ୟ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ, ଏହି ଫଟୋଗୁଡ଼ିକ ଆମ ଉପରେ ଗଭୀର ପ୍ରଭାବ…