Browsing Tag

latest

କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିବା ସହିତ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରଖିବାରେ ସାହାଯ୍ୟ କରେ…

କମଳା ସାଧାରଣ ଫଳ ନୁହେଁ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ମଣିଷ ଶରୀର ପାଇଁ ଅନେକ ଉପକାରୀ । କମଳା ବାବଦରେ ଅଧିକ କିଛି ଜାଣିବା ତ କମଳାକୁ ପ୍ରତ୍ୟେକଦିନ ଖାଇବା ପାଇଁ ମନହେବ । ଆସନ୍ତୁ ଜାଣିବା କମଳା ବାବଦରେ ଯାହା ଖାଇଲେ ମିଳିଥାଏ ଅନେକ ଉପକାର । କମଳାରେ ଭିଟାମିନ…

କେବଳ ପାରମ୍ପରିକ ଦୃଷ୍ଟିରୁ ନୁହେଁ ଗୋଡ଼ ମୁଦି ପିନ୍ଧିଲେ ଶରୀରକୁ ମଧ୍ୟ ମିଳିଥାଏ ଫାଇଦା, ଜାଣନ୍ତୁ କିଭଳି

ବିବାହିତ ମହିଳାମାନେ ପାଦର ଆଙ୍ଗୁଠୀରେ ମୁଦି ପିନ୍ଧି ଥାଆନ୍ତି। ଏହାକୁ ପାଦର ଦୁଇଟି କିମ୍ବା ତି​‌ନୋଟି ଆଙ୍ଗୁଠୀରେ ପିନ୍ଧାଯାଏ। ଏହା ସଧବା ନାରୀଙ୍କ ଆଭୂଷଣ ଅଟେ। କେବେ ପାଦ ଆଙ୍ଗୁଠୀରେ ସୁନା ଧାରଣ କରିବା ଉଚିତ ନୁହେଁ। ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ। ରୂପା ଚନ୍ଦ୍ରଙ୍କ କାରକ…

ଜାଣନ୍ତୁ କଳାପାଣି ଦଣ୍ଡ ବିଷୟରେ, ଯାହାର ନାଁ ଶୁଣି ଥରିଯାଉଥିଲେ କଏଦୀ

କଳା ପାଣି ଦଣ୍ଡ ଅତୀତର ଏପରି ଦଣ୍ଡ ଥିଲା, ଯାହାର ନାଁ ଶୁଣିଲେ ହିଁ ବନ୍ଦୀମାନେ କମ୍ପି ଉଠୁଥିଲେ | ବାସ୍ତବରେ ଏହା ଏକ କାରାଗାର ଥିଲା, ଯାହା ସେଲୁଲାର୍ ଜେଲ୍ ଭାବରେ ଜଣାଶୁଣା | ଆଜି ବି ଲୋକମାନେ ଏହାକୁ ଏହି ନାମରେ ଜାଣିଛନ୍ତି | ପ୍ରକାଶଥାଉ ଯେ ଏହି ଜେଲଟି ଆଣ୍ଡାମାନ ଏବଂ ନିକୋବର…

ଆମିଷ ପ୍ରିୟ ହୋଇଥିଲେ ଏହି ଦିଗ ଗୁଡ଼ିକ ପ୍ରତି ରୁହନ୍ତୁ ସତର୍କ, ନଚେତ ହୋଇପାରେ ସମସ୍ୟା

ପଶୁଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ଖାସ୍ କରି ଛେଳି ଏବଂ କୁକୁଡ଼ାରେ ଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ ଔଷଧର କ୍ଷମତାକୁ ଦୁର୍ବଳ କରୁଥିବା ଘଟଣା ସାମନାକୁ ଆସିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ବାରା ଆର୍ନ୍ତଜାତୀୟ ସ୍ତରରେ କରାଯାଇଥିବା ଗବେଷଣାରୁ…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତା ବ୍ୟକ୍ତ କଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, କହିଲେ ଏଭଳି

ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛି ତାଲିବାନ । ଯାହାର ଫଟୋ ଏବଂ ଭିଡିଓ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସ୍ବାଭାବିକ । ଯେଉଁଥି ପାଇଁ ସମଗ୍ର ବିଶ୍ୱରେ ଲୋକମାନେ ଚିନ୍ତା ପ୍ରକଟ କରୁଥିବା ଦେଖାଯାଉଛି । ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଅନେକ ବଲିଉଡ ସେଲିବ୍ରିଟି…

ଔଷଧୀୟ ଗୁଣରେ ଭରପୁର ହୋଇଥାଏ ପିଜୁଳି ପତ୍ର: ଜାଣନ୍ତୁ ଏହାର ଚମତ୍କାରୀ ଫାଇଦାଗୁଡ଼ିକ ବିଷୟରେ

ପିଜୁଳି ସୁଆଦିଆ ହେବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣିଛନ୍ତି କି ପିଜୁଳି ପତ୍ର ପିଜୁଳିଠାରୁ ଆହୁରି ଲାଭଦାୟକ। ପିଜୁଳିପତ୍ର ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଆଜି ଆମେ ଜାଣିବା ପିଜୁଳିପତ୍ର ଆମ ପାଇଁ କିପରି ଲାଭଦାୟକ ହୋଇଥାଏ। -ଓଜନ କମ୍…

ସୋସିଆଲ ମିଡିଆରେ ନିଜ ପିଲାଙ୍କର ଏଭଳି ଫଟୋ ସେୟାର କରୁଥିଲେ ସାବଧାନ ! ଜାଣନ୍ତୁ ଏହା କେତେ ଖରାପ ହୋଇପାରେ

ସୋଶିଆଲ ମିଡିଆରେ ଫଟୋ ସେୟାର କରିବାର କ୍ରେଜ୍ ଏତେ ବଢ଼ିଗଲାଣି ଯେ ଅଧିକାଂଶ ଲୋକ ନିଜର,ସାଙ୍ଗଙ୍କ ଏବଂ ପରିବାର ଲୋକଙ୍କ ଫଟୋ କ୍ଲିକ୍ କରି ତୁରନ୍ତ ସୋଶିଆଲ ମିଡିଆରେ ପୋଷ୍ଟ କରିଦେଉଛନ୍ତି ଏବଂ ଭାବୁଛନ୍ତି ଯେ ଏହା କିଛି ଖରାପ ଜିନିଷ ନୁହେଁ। ଇଣ୍ଟରନେଟ୍ ଯେତିକି ଉପକାରୀ ତା’ଠାରୁ ଅଧିକ…

କେଉଁ ଠାକୁରଙ୍କୁ କେଉଁ ଭଳି ଦୀପ ଅର୍ପଣ କଲେ ମିଳିଥାଏ ଶୁଭଫଳ , ଜାଣନ୍ତୁ

ଭଗବାନଙ୍କୁ ପ୍ରାର୍ଥନା କରିବାବେଳେ ଦୀପ ଜଳାଇବା ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ଚାଲିଆସୁଛି | ଭଗବାନଙ୍କ ନିକଟରେ ନିଜର ପ୍ରାର୍ଥନା ଜଣାଇବା ପାଇଁ ଆମେ ଦୀପ ଜଳାଇଥାଉ | ଆମେ ଆମ ନିଜର ସଫଳତା ପାଇଁ, ପରିବାରର ସୁଖ ଶାନ୍ତି ଏବଂ ଅନ୍ୟାନ୍ୟ ସବୁ ଇଛା ପୂରଣ ପାଇଁ ଦୀପ ଜଳାଇ…

ଏତେ ମହଙ୍ଗା ଶାଢ଼ୀ ପିନ୍ଧି ଚର୍ଚ୍ଚାରେ ପି ଭି ସିନ୍ଧୁ, ଦାମ ଜାଣିଲେ ଆପଣ ବି ଚମକିପଡ଼ିବେ

ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ନାମ ଉଜ୍ୱଳ କରିଥିବା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ପିଭି ସିନ୍ଧୁ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପିଭି ସିନ୍ଧୁଙ୍କ ଏହି ଶାଢୀ ଫଟୋ ଖୁବ୍ ଭାଇରାଲ୍ ହେବାରେ…

ଆସନ୍ତା କାଲି ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ପ୍ରଭାବ

ସିଂହ ରାଶିରେ ସୂର୍ଯ୍ୟ ବିରାଜମାନ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମେଷରୁ ମିନା ରାଶି ଯାଏଁ ସବୁ ରାଶି ପ୍ରଭାବିତ ହେବେ । ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସବୁ ଗ୍ରହର ଅଧିପତି ମଧ୍ୟ କୁହାଯାଏ ।…