ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସରେ ବେଷ୍ଟ ଆକ୍ଟର ହେଲେ ମନୋଜ ବାଜପେୟୀ , ସାମନ୍ଥା ଶ୍ରେଷ୍ଠ…
ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସର ଲାଟେଷ୍ଟ ଏଡିସନ୍ରେ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଅଭିନେତା ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ସାମନ୍ଥା ଆକ୍କିନେନି ବିଜେତା ହୋଇଛନ୍ତି । ଏହି ଆୱାର୍ଡ ସେରିମନି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ…