ଜାଣନ୍ତୁ କେଉଁ କୋଠରୀରେ କେଉଁ ପ୍ରକାରର ରଙ୍ଗ କରିବା ଦ୍ବାରା ମିଳିଥାଏ ଶୁଭଫଳ
ଘରର ରଙ୍ଗ ଘରର ସଦସ୍ୟ ଓ ସେମାନଙ୍କ କାର୍ୟ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଘରର କୋଠରିର ରଙ୍ଗ ବହୁ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପକାଇଥାଏ।
ଗୋଲାପୀ – ଏହି ରଙ୍ଗ ହେତୁ ପରିବାରରେ ସୁଖଶାନ୍ତି ବଜାୟ ରହେ। ଏହା ଶୋଇବା କୋଠରୀ ନିମନ୍ତେ ବ୍ୟବହାର କରିବା ଖୁବ…