ୱାର୍କଆଉଟ ପାଇଁ ପାଉନାହାଁନ୍ତି ସମୟ, ତେବେ ଆପଣାନ୍ତୁ ଫିଟ ରହିବାର ଏହି ସରଳ ଉପାୟ
ଓଜନ ବୃଦ୍ଧି ଏବଂ ଅତ୍ୟଧିକ ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ସମସ୍ୟା ପାଲଟିଛି। ମୋଟାପଣ କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇନଥାଏ, ବରଂ ଏହା ଉଚ୍ଚ ରକ୍ତଚାପ, ହୃଦ ରୋଗ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ପରି ଅନେକ ଗୁରୁତର ରୋଗକୁ ବଢାଇଥାଏ । ତେଣୁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ…