ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ପିସ ପୁରସ୍କାର ବିଜେତା ମଲାଲା
ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ଜୀବନ ନୂଆ ଇଂନିସ ଆର୍ଭ କରିଛନ୍ତି । ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା ।
ସୋସିଆଲ ମିଡିଆରେ ଟ୍ୱିଟ କରି ମଲାଲା ଏହି ସୂଚନା ଦେଇଛନ୍ତି । ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ…