ମ୍ୟାଚ ଚାଲୁଥିବା ସମୟରେ ରାଗିଗଲେ କ୍ୟାପଟେନ କୁଲ
ମଙ୍ଗଳବାର ଦିନ ଏସିଆ କପର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୌମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚଟି ଭାରତ ପାଇଁ ସେତେଟା ଗୁରୁତ୍ତ୍ୱପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଫଗାନିସ୍ଥାନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଥିଲା । ଭାରତ ପ୍ରଦର୍ଶନ ଦୃଷ୍ଟିରୁ ବିଜୟ ଦାବିଦାର ଥିଲେବି…