ନାକରେ ଦିଆଯିବ କୋଭାକ୍ସିନ୍ର ବୁଷ୍ଟର ଡୋଜ: ଭାରତ ବାୟୋଟେକ୍
ଭାରତ ବାୟୋଟେକ୍’ର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନା ଭାଇରସ୍ ଟିକା’ କୋଭାକ୍ସିନ୍’ର ବିକାଶକାରୀ କୃଷ୍ଣ ଏଲା ବୁଧବାର କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ବିତୀୟ ଡୋଜ ର ଛଅ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ, ଏହା ହେଉଛି ସର୍ବୋତ୍ତମ ସମୟ । ଏଥି ସହିତ ସେ ନାକରେ ଟିକା ନେବ ନେଇ…