Browsing Tag

khabar-latest

ଓଡ଼ିଆ ପ୍ରବାସୀଙ୍କ ପାଇଁ ଖୁସି ଖବର , ବର୍ତମାନ ଟ୍ରେନ ଯୋଗେ ଓଡ଼ିଶାକୁ ଫେରିପାରିବେ ଫସିରହିଥିବା ଶ୍ରମିକ : ପରିବହନ…

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ୟା ଠାରୁ ବଡ଼ ଖୁସି ଖବର ଆଉ କଣ ହୋଇପାରିବ ଯେ ବର୍ତମାନେ ସେମାନେ ନିଜ ରାଜ୍ୟକୁ ଫେରିପାରିବେ । ଓଡ଼ିଶା ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଜି ଏହାର ସୂଚନା ଦେଇଛନ୍ତି । ଏହା ସମ୍ପର୍କରେ ସେ ମିଡିଆକୁ ସୂଚନା…

ଅଚାନକ ବଦଳିଲା ଆମେରିକାର ସ୍ୱଭାବ, ଟ୍ୱିଟରରେ ନରେନ୍ଦ୍ର ମୋଦୀଙ୍କୁ ଅନଫଲୋ କଲା ହ୍ୱାଇଟ ହାଉସ

କରୋନା ସଂକଟ ମଧ୍ୟରେ ହ୍ୱାଇଟ ହାଉସ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟରରେ ଫଲୋ କରିବାର କିଛି ଦିନ ପରେ ହିଁ ଅନଫଲୋ କରିଦେଇଛି । ଭାରତ ହାଇଡ୍ରୋକ୍ଲୋରୋକୁଇନ ଔଷଧ ଦେଇ ଆମେରିକାକୁ ସାହଯ୍ୟ କରିଥିଲା । ଏହାର କିଛି ଦିନ ପରେ ହ୍ୱାଇଟ ହାଉସ ଏପ୍ରିଲ ୧୦ରେ ପିଏମ ନରେନ୍ଦ୍ର ମୋଦୀ ଏବଂ…

ଟେଷ୍ଟ କିଟ ପ୍ରସ୍ତୁତି ମାମଲାରେ ମେ ୨୦୨୦ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହେବ ଭାରତ : ଡା ହର୍ଷବର୍ଦ୍ଧନ

କେନ୍ଦ୍ରିୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗ୍ୟିକି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ପୃଥ୍ୱୀ ବିଜ୍ଞାନ ମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଭିଡିଓ କନଫରେନ୍ସ ମାଧ୍ୟମରେ ଜୈବ ପ୍ରାଦ୍ୟୋଗିକତା ବିଭାଗ (ଡିବିଟି) ଏବଂ ଏହାର ସ୍ୱାୟତ ଅନୁଷ୍ଠାନ(ଏଆଇ ଓ ଏହାର ସାର୍ବଜନୀନ କ୍ଷେତ୍ରର ଉପକ୍ରମଗୁଡ଼ିକୁ)…

ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗର ସୁପାରିଶକୁ ଖାରିଜ କରିଛି ଭାରତ, କହିଲା ଏହା ପକ୍ଷପାତି ଓ ବିବାଦସ୍ପଦ

ଅନ୍ତରାଷ୍ଟ୍ରିୟ ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗ(ୟୁଏସସିଆଇଆରଏଫ), ଭାରତ ସମେତ ୧୪ଟି ଦେଶକୁ ‘ବିଶେଷ ଚିନ୍ତା ବାଲା ଦେଶ’ (ସିସିପି) ରୂପେ ନାମିତ କରିବାର ସୁପାରିଶ କରିଛି । କିନ୍ତୁ ଆୟୋଗର କମିଶନର ଗୈରୀ ବାଉର ଏବଂ ତେନଜିଙ୍ଗ ଦୋରଜୀ ଏଥିରେ ଅସହମତି ଦର୍ଶାଇଛନ୍ତି । ଅନ୍ୟପଟେ…

ଚୀନ ବିରୁଦ୍ଧରେ ଗଭୀର ଯାଂଚ କରୁଛି ଆମେରିକା, ଚୀନଠାରୁ ମୋଟା ଅଙ୍କର କ୍ଷତିପୂରଣ ନେବାକୁ ଟ୍ରମ୍ପଙ୍କ ସଂକେତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାୟୀ ସେ କୋଭିଡ-୧୯କୁ ନେଇ ଚୀନ ବିରୁଦ୍ଧରେ ବେଶ ଗମ୍ଭୀର ଯାଂଚ ଚଳାଇଛନ୍ତି । ସେ ସଙ୍କେତ ଦେଇଛନ୍ତି ଯେ ତାଙ୍କର ପ୍ରଶାସନ ବେଜିଙ୍ଗ ଠାରୁ ୧୨.୪୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ କ୍ଷତିପୂରଣ ନେବ ଯାହା ଜର୍ମାନୀ ଦ୍ୱାରା କରୋନ ଭାଇରସ ଯୋଗୁଁ…

କରୋନା ଆକ୍ରାନ୍ତ ଶୀର୍ଷ ୨୦ଟି ଦେଶ ମଧ୍ୟରେ ଏବେ ମଧ୍ୟ ୧୬ତମ ସ୍ଥାନରେ ରହିଛି ଭାରତ, ଅନ୍ୟ ଦେଶ ତୁଳନାରେ ଭଲ ରହିଛି…

କରୋନାରେ ସର୍ବାଧିକ ପ୍ରଭାବିତ ୨୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୬ ନମ୍ବରରେ ରହିଛି । ଶୀର୍ଷ ୧୧ରେ ଥିବା ଦେଶଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ ମଧ୍ୟ ଉର୍ଦ୍ଧ୍ୱ ରହିଛି । ଯେଉଁଥିରେ ଆମେରିକା ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ସହିତ ପ୍ରଥମ ନମ୍ବରରେ ରହିଛି । ଏହା ପରେ…

ଥଣ୍ଡା ଲାଗୁଥିଲେ ହୋଇପାରନ୍ତି କରୋନା ଆକ୍ରାନ୍ତ, ଆମେରିକା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମ୍ନାକୁ ଆସିଛି କରୋନାର ଛଅଟି…

କରୋନା ଭାଇରସ ଦୁନିଆର ପ୍ରଥମ ଏଭଳି ଭାଇରସ ଯାହା ଉପରେ କରାଯାଉଥିବା ଗବେଷଣା ଧିରେ ଧିରେ ଭୁଲ ପ୍ରମାଣିତ ହେଉଛି । ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଗବେଷଣା ସାମ୍ନାକୁ ଆସିପାରିନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଉଛି ଯେ ଏହା ସମୟ ସହିତ ନିଜର ରୂପ ବଦଳାଉଛି ଏବଂ ଏହା ସହ ଏହାର…

ଲକଡାଉନରେ କୋହଳ ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଆମନ୍ତ୍ରିତ କରିପାରେ –ଗବେଷକଙ୍କ ଚେତାବନୀ

ବିଶ୍ୱ ସ୍ତରରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାଇରସର ପ୍ରଭାବକୁ ଯଦିଓ ଭାରତ ଏହି ୪୦ ଦିନର ଲକଡାଉନରେ ସୀମିତ କରିପାରିଛି ତଥାପି ଆଗାମୀ ମୌସୁମୀରେ ଭାରତକୁ ଏହି ଭାଇରସର ଦ୍ୱିତୀୟ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିପାରେ । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜୁଲାଇର ଶେଷ କିମ୍ବା…

ଯଦି କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ହୁଏ ତେବେ ଦୁନିଆ ଏହାର ପ୍ରଥମ ମହିଳା ଭିଲିଅନକୁ ଦେଖିବ : ରାମ ଗୋପାଲ ବର୍ମା

ନୀକଟରେ ଏକ ନ୍ୟୁଜ ରିପୋର୍ଟ ଆସିଥିଲା ଯେ ଉତର କୋରିଆର ପ୍ରମୁଖ ଲିଡର କିମ ଜୋଙ୍ଗ ଉନ ଏକ କାର୍ଡିଓଭାସ୍କସ୍କୁଲାର ସର୍ଜରୀ ପରେ ଖରାପ ଅବସ୍ଥାରେ ଅଛନ୍ତି । ଯେହେତୁ ନୀକଟରେ ସେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ତେଣୁ କେତେକ ମିଡିଆ ତାଙ୍କର ମୃତ୍ୟୁକୁ ନେଇ ଅନେକ…

ଫୋନର ଘଂଟି ବାଜିଲା, ଶବ୍ଦ ଆସିଲା ମୁଁ ନରେନ୍ଦ୍ର ମୋଦୀ କହୁଛି ..ଜାଣନ୍ତୁ ଏହାପରେ.କଣ ହେଲା

କରୋନା ମହାମାରୀ ମଧ୍ୟରେ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାର ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ଭାଜପା ନେତା ତଥା ପାହାଡ଼ି ବିକାଶ, ପରାମର୍ଶଦାତା ବୋର୍ଡର ପୂର୍ବ ଉପାଧ୍ୟକ୍ଷ କୁଳଦୀପ ରାଜ ଗୁପ୍ତାଙ୍କ ସହ ଫୋନରେ କଥାବାର୍ତା କରିଛନ୍ତି…