Browsing Tag

khabar-latest

ଡବ୍ଲୁଏଚଓରେ ବଢ଼ିଲା ଭାରତର ସମ୍ମାନ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହେବେ ଏହାର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ

କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢ଼େଇରେ ଆଗରେ ଠିଆହୋଇଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବହୁତ ଜଲଦି ବିଶ୍ୱ ସ୍ତରୀୟ ମଂଚରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ମେ ୨୨ ରେ ଡାକ୍ତର ଡର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ଡବ୍ଲୁଏଚଓ ଉପରେ ବର୍ଷିଲେ ଟ୍ରମ୍ପ, ପତ୍ର ଲେଖି ସ୍ଥାୟୀ ଭାବେ ଫଣ୍ଡିଙ୍ଗ ବନ୍ଦ କରିବାର ଦେଲେ ଧମକ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଗ୍ରିବିୟେସସଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯଦି ଆସନ୍ତା ତିନି ଦିନ ମଧ୍ୟରେ ସଂଗଠନ ପକ୍ଷରୁ କୌଣସି ସଠିକ ପଦକ୍ଷେପ ଗ୍ରହଣ ନ କରାଯିବ ତେବେ ଆମେରିକା ନିଜର ଫଣ୍ଡିଙ୍ଗକୁ ସ୍ଥାୟୀ ରୂପରେ…

ଭାରତକୁ ଭେଂଟିଲେଟର ଦେବାର ଘୋଷଣା କଲେ ଟ୍ରମ୍ପ, କହିଲେ ଭାରତ ସହ ମିଶି ଏହି ମହାମାରୀକୁ ହରାଇବୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ଭାରତକୁ ଭେଂଟିଲେଟର ପଠାଇବାର ଘୋଷଣା କରିଛନ୍ତି । ଶନିବାର ଦିନ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ, “ମୋତେ ଏହା ଘୋଷଣା କରି ଗର୍ବ ଅନୁଭବ ହେଉଛି ଯେ ଆମେରିକା ଭାରତରେ ଆମର ବନ୍ଧୁଙ୍କୁ…

ଅଣ୍ଡରୱାର୍ଲ୍ଡ ଡନ ରାୟ ଉଥପାର ହସପିଟାଲରେ ମୃତ୍ୟୁ, ଚାଲିଥିଲା କ୍ୟାନ୍ସରର ଚିକିତ୍ସା

ଅଣ୍ଡରୱାଲ୍ଡ ଡନ ଏନ ମୁଥପା ରାୟର ଶୁକ୍ରବାର ଦିନ ଏକ ଘରୋଇ ହସପିଟାଲରେ କ୍ୟାନ୍ସରରେ ମୃତ୍ୟୁ ହୋଇଯାଇଛି । ହସପିଟାଲରୁ ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ୬୮ ବର୍ଷୀୟ ରାୟ ଗତ ଗୋଟିଏ ବର୍ଷ ହେବ ମସ୍ତିଷ୍କ କ୍ୟାନ୍ସରରେ ପିଡ଼ୀତ ଥିଲା ଏବଂ ତାକୁ ମଣିପାଲ ହସପିଟାଲରେ ଭର୍ତି କରାଯାଇଥିଲା ।…

କରୋନା ମଧ୍ୟରେ କରୁଣ ଦୃଶ୍ୟ : ଭିଟାମାଟିରେ ପହଂଚିବା ପାଇଁ ବଳଦ ସହ ଜୋତି ହୋଇ ଜଣେ ବ୍ୟକ୍ତି ଗାଡ଼ି ଟାଣୁଥିବାର ଭିଡିଓ…

କରୋନା ଭାଇରସ କାରଣରୁ ଚାଳିଥିବା ଦେଶବ୍ୟାପି ଲକଡାଉନ ମଧ୍ୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଠିକ ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ମନ ଓ ମସ୍ତିଷ୍କ ଦୋହଲିଯିବ । ସୋସିଆଲ ମିଡିଆ ଦାବି ଅନୁଯାୟୀ ଏହି…

୨୦ ବର୍ଷ ମଧ୍ୟରେ ଚୀନରୁ ପାଂଚଟି ମହାମାରୀ ଆସିଛି, ଏହାକୁ କେଉଁଠି ନା କେଉଁଠି ରୋକିବାକୁ ପଡ଼ିବ-ଆମେରିକା ଏନଏସଏ

କରୋନା ଭାଇରସ ଯୋଗୁଁ ପୁରା ଦୁନିଆ ଏବେ ଚିନ୍ତିତ ଥିବାବେଳେ ଏହି ଭାଇରସକୁ ନେଇ ଦୁନିଆର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମଧ୍ୟରେ ଟକ୍କର ଜାରି ରହିଛି । ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାୟନ କହିଛନ୍ତି ଯେ ଗତ ୨୦ବର୍ଷ ମଧ୍ୟରେ ଚୀନରୁ ପାଂଚଟି…

ଆଠଟି ଦଳ କରୋନା ଭ୍ୟାକ୍ସିନ ପ୍ରସ୍ତୁତିର ବହୁତ ନୀକଟତର ଥିବା ପ୍ରକାଶ କଲା ଡବ୍ଲୁଏଚଓ

କରୋନା ମହାମାରୀକୁ ଏକ ନେଇ ଖୁସି ଖବର ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ର ନିର୍ଦ୍ଦେଶକ ଜେନେରାଲ ଟେଡ୍‌ରୋସ ଏଡନାମ ସୋମବାର ଦିନ ସଂଯୁକ୍ତ ରାଷ୍ଟ୍ରର (ୟୁଏନ) ଇକୋନୋମିକ ଆଣ୍ଡ ସୋସିଆଲ କାଉନ୍‌ସିଲକୁ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତି…

ରାସ୍ତାକଡ଼ରେ ଛେପ ପକାଇ ଚାଲିଯାଉଥିଲେ ଯୁବକ, ଟ୍ରାଫିକ ପୋଲିସ ଧରି ହାତରେ ରାସ୍ତା ସଫା କରାଇବାର ଭିଡିଓ ଭାଇରାଲ

କରୋନା ମହାମାରୀ ମଧ୍ୟରେ ଚଣ୍ଡିଗଡ଼ରେ ସୋମବାର ଦିନ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଟ୍ରିବ୍ୟୁନ ଚୌକ ପାଖରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଛେପକାଇ ଦେଲେ । ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ ମାର୍ଶଲ ଆଉ ସହ୍ୟ କରିପାରିଲେ ନାହିଁ । ତେଣୁ ସେ…

ଏଭରେଷ୍ଟକୁ ସମ୍ପୂର୍ଣ୍ଣ ଗିଳିବା ଉପରେ ଡ୍ରାଗନ, ସବୁଠାରୁ ଉଚ୍ଚ ଶିଖରରେ ସ୍ଥାପନ କଲା ୫ଜି ନେଟୱର୍କ ବେସ ଷ୍ଟେସନ

ଚାଇନାର ସରକାରୀ ଟିଭି ଚ୍ୟାନେଲ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱର୍କ (ସିଜିଟିଏନ)ର ଆନୁଷ୍ଠାନିକ ୱେବସାଇଟ ଦୁନିଆର ସବୁଠାରୁ ଉଚ୍ଚ ଶିଖର ମାଉଂଟ ଏଭରେଷ୍ଟକୁ ନିଜର ବୋଲି କହିଛି । ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, “ମାଉଂଟ କ୍ୱାମୋଲେଗ୍ମା ଉପରେ ଶୁକ୍ରବାର ସୂର୍ଯ୍ୟଙ୍କର କିରଣର ଅସାଧାରଣ…

ବିନା ଔଷଧରେ କରୋନାକୁ ମାତ ଦେଇଛି ଜଣେ ୨୩ ଦିନର ନିରୀହ ଶିଶୁ

ଏକ ୨୩ ଦିନର ଶିଶୁ ବିନା କୌଣସି ଓøଷଧରେ କରୋନା ଭଳି ଘାତକ ବେମାରକୁ ହରାଇପାରିଛି । ତାଜ୍‌ଗଂଜର ମୋହମ୍ମଦ ଆରିଫଙ୍କର ୨୩ ଦିନର ପୁତ୍ର ସନ୍ତାନ ମହମ୍ମଦ ସାଦ୍ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ୨୦ ମାର୍ଚରେ ତାଙ୍କୁ ଏସଏନ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଥିଲା ।…