Browsing Tag

khabar-latest

ଦେଶରେ ପ୍ରଥମଥର ଲଂଚ ହେବ ଆଂଟି ଭାଇରସ ପୋଷାକ, ଜୁନ ଶେଷ ସୁଦ୍ଧା ଆସିଯିବ ବଜାରକୁ

କରୋନା ଭାଇରସର ଜାରି ରହିଥିବା ସଂକ୍ରମଣ ମଧ୍ୟରେ ଦେଶରେ ପ୍ରଥମଥର ପାଇଁ ଆଂଟି ଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରୁ ପ୍ରସ୍‌ୁତ ପୋଷାକକୁ ଲଂଚ କରିବାର ପ୍ରସ୍ତୁତି କରାଯାଉଛି । ଜୁନ ଶେଷ ସୁଦ୍ଧା ଏହି ଟେକନିକରୁ ପ୍ରସ୍ତୁତ ସୁଟିଙ୍ଗ-ସାଟିଙ୍ଗ ଫ୍ୟାବ୍ରିକ୍ସ ଏବଂ ପ୍ରସ୍ତୁତ ପୋଷାକ ବଜାରକୁ ଆସିଯିବ…

ବହୁତ ଶୀଘ୍ର ସୁଘିଂବା ଶକ୍ତିରେ ହ୍ରାସ କିମ୍ବା ସ୍ୱାଦ ନ ବାରିପାରୁଥିଲେ କରାଇବାକୁ ପଡ଼ିପାରେ କରୋନା ଟେଷ୍ଟ

କରୋନା ଭାଇରସ ମାମଲାରେ ଏବେ ଜଣାପଡ଼ିଛି ଯେ ରୋଗୀମାନଙ୍କର ଶୁଘିଂବା ଓ ସ୍ୱାଦ ଅନୁଭବ କରିବା କ୍ଷମତା ହ୍ରାସ ପାଇଥାଏ । ଏବେ ସରକାର ବହୁତ ଜଲଦି କରୋନାକୁ ନେଇ ଏକ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୂୁତ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକ ରହେ ତେବେ ସୁଂଘିବା ଏବଂ ସ୍ୱାଦ ବାରିବାର କ୍ଷମତାରେ…

ଦୁର୍ଗମ ଅଂଚଳର ଫସିଥିବା କୋଭିଡ ସଂକ୍ରମିତଙ୍କ ପାଇଁ ଆସିଲା ଚଳନଶୀଳ ଆଇସିୟୁ ‘ଅର୍ପିତ’

‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତୀୟ ବାୟୁସେନା ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛି, ଯାହାକି ଦୁର୍ଗମ ବା ରିମୋଟ ଅଂଚଳରେ ଫସିଥିବା ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରିବାରେ ସାହାଯ୍ୟକାରୀ ହେବ । ଏହି ଉପକରଣର ନାମ ରଖାଯାଇଛି ଏୟାରବର୍ଣ୍ଣ ରେସ୍କ୍ୟୁ ପଡ୍ ଫର ଆଇସୋଲେଟେଡ…

ଲଦାଖରେ ଭାରତୀୟ ସୈନ୍ୟଙ୍କର ଅଦମ୍ୟ ସାହସର ଭିଡିଓ ଦେଖି ଗର୍ବରେ ଭରିଯିବ ଆପଣଙ୍କ ଛାତି, ଗୃହ ରାଜ୍ୟ ମନ୍ତ୍ରୀ ଟ୍ୱିଟ…

ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ରିୟ ଗୃହ ରାଜ୍ୟମନ୍ତ୍ରୀ ଜୀ କିଶନ ରେଡ୍ଡି ଭାରତୀୟ ସେନାର ଏକ ଭିଡିଓ ଟ୍ୱିଟ କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ କିଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯବାନମାନେ ଦିନ ରାତି ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି ।…

କରୋନା ସଂକ୍ରମଣ ମାମଲାରେ ଚୀନକୁ ଟପିଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୯୦ ଜଣଙ୍କ ମୃତ୍ୟୁ

ବିଶ୍ୱ ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବେ କରୋନା ମାମଲାରେ ଚୀନକୁ ମଧ୍ୟ ପଛରେ ଛାଡ଼ିଦେଇଛି । ରବିବାର ଦିନ ମହାରାଷ୍ଟ୍ରରେ ୩୦୦୭ଜଣ ନୂଆ ସଂକ୍ରମିତ ମିଳିଥିବାବେଳେ, ୯୦ଜଣଙ୍କର ମୃତ୍ୟୁ ହୋଇଯାଇଛି, ଯେଉଁଥିରୁ ୬୧ଜଣ ମୁ୍‌ମ୍ବାଇର ଥିଲେ…

ଏକା ସାଥିରେ ୨୫ଟି ବିଦ୍ୟାଳୟରେ ପଢ଼ାଉଥିବା ଶିକ୍ଷୟତ୍ରୀ ଗିରଫ, ଏପର୍ଯ୍ୟନ୍ତ ଉଠାଇଛନ୍ତି ୧ କୋଟି ସାଲାରୀ

ଉତରପ୍ରଦେଶରେ ୨୫ଟି ସ୍କୁଲରେ ବେଆଇନ ଭାବରେ ଚାକିରୀ କରିଥିବା ମାମଲାରେ ଲୋକଲୋଚନକୁ ଆସିଥିବା ଶିକ୍ଷୟତ୍ରୀ ଅନାମିକା ଶୁକ୍ଳାଙ୍କୁ କାଂସଗଂଜ ପୋଲିସ ଶନିବାର ଦିନ ଗିରଫ କରିଛି । ଅନାମିକା ଶୁକ୍ଳା ଏଠାର କସ୍ତୁରବା ବିଦ୍ୟାଳୟ ଫରୀଦପୁରରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।…

ଚୀନ ବିରୁଦ୍ଧରେ କାର୍ଟୁନ କରିବା ଉପରେ ଟ୍ୱିଟରର ଆପତି, ବ୍ଲକ କଲା ଅମୂଲର ଆକାଉଂଟ

ଅମୂଲ ଇଣ୍ଡିଆର ଯେତିକି ଚର୍ଚ୍ଚା ତାର ପ୍ରଡକ୍ଟକୁ ନେଇ ହୋଇଥାଏ ତାହାଠାରୁ ଅଧିକ ଚର୍ଚ୍ଚା ତାର କାର୍ଟୁନକୁ ନେଇ ହୋଇଥାଏ । ଅମୂଲ ଇଣ୍ଡିଆ ଦେଶ-ଦୁନିଆର ପ୍ରସଙ୍ଗଗୁଡ଼ିକ ଉପରେ କାର୍ଟୁନ ପ୍ରସ୍ତୁତ କରିଥାଏ । ଏବେ ଏକ କାର୍ଟୁନକୁ ନେଇ ଅମୂଲର ଟ୍ୱିଟର ଆକାଉଂଟକୁ ବ୍ଲକ କରିଦିଆଯାଇଥିଲା, ଏମିତିରେ…

କୋଭିଡ-୧୯ର ଖୁଲାସା କରିଥିବା ଚୀନର ଷଷ୍ଠ ଡାକ୍ତରଙ୍କ ମୃତ୍ୟୁ, ତ୍ୱଚା କଳା ପଡ଼ିବାରେ ଲାଗିଥିଲା

ଚୀନରେ କରୋନା ସଂକ୍ରମଣର ଖୁଲାସା କରିଥିବା ଡାକ୍ତରୀ ଦଳରେ ସାମିଲ ଥିବା ଆଉ ଜଣେ ଡାକ୍ତର ହୁ ୱିଫେଙ୍ଗର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି । ସେ କରୋନାରେ ମୃତ୍ୟୁବରଣ କରିଥିବା ଏହି ଦଳର ଷଷ୍ଠ ସଦସ୍ୟ ଅଟନ୍ତି । ହୁ ୱିଫେଙ୍ଗ ଚୀନରେ କରୋନା ଭାଇରସ ବିଷୟରେ ସବୁଠାରୁ ପ୍ରଥମେ ଚେତାବନୀ…

ବିରୋଧ ପ୍ରଦର୍ଶନ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ପଂହଚାଇଲେ କ୍ଷତି, ଆମେରିକା କଲା କ୍ଷମା ପ୍ରାର୍ଥନା

ଆମେରିକାରେ ବର୍ତମାନ ୋଜର ଧରିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ କିଛି ଅଜ୍ଞାତ ଲୋକମାନେ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ପେଂଟିଙ୍ଗରେ ବିରୂପିତ କରିଦେଇଛନ୍ତି । ସୂଚନା ମିଳିଛି ଯେ ୱାଶିଂଟନରେ ବ୍ଲାକ ପିପୁଲ ମ୍ୟାଟର୍ସ ର ପ୍ରଦର୍ଶନକାରୀମାନେ ଭାରତୀୟ ଦୂତାବାସ…

କେରଳରେ ଗର୍ଭବତୀ ହାତୀର ହତ୍ୟାକୁ ନେଇ ଦେଶରେ ବଢ଼ିଚାଲିଛି ଜନଆକ୍ରୋଶ, କେନ୍ଦ୍ର ମାଗିଲା ରିପୋର୍ଟ, କହିଲା –ଦୋଷୀଙ୍କୁ…

କେରଳରେ କିଛି ଲୋକ ସାଇଲେଂଟ ବେଲି ଫରେଷ୍ଟରେ ଏକ ଗର୍ଭବତୀ ହାତୀର ମୁହଁରେ ବାଣ ଭରା ସପୁରୀ ଖାଇବାକୁ ଦେଇଥିଲେ, ଯାହାଦ୍ୱାରା ତାର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଉପରେ ବର୍ତମାନ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାୱେଦକର କହିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ…