Browsing Tag

khabar-latest

ସହିଦ ହୋଇଥିବା ସୈନିକମାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି: ବୈଦେଶିକ ମନ୍ତ୍ରୀ ପମ୍ପିଓ କହିଛନ୍ତି- ଆମେ ଭାରତର ଲୋକଙ୍କ…

ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଆମେରିକା ଗୁରୁବାର ଗଭୀର ସମବେଦନା ଜଣାଇଛି। ଉଲ୍ଲେଖନୀୟ କଥା ହେଉଛି, ଚୀନ୍ ସୈନିକମାନଙ୍କ ସହିତ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ। ଆମେରିକାର…

ଚୀନର ଭୀରୁତା : ଥର୍ମାଲ ଇମେଜିଙ୍ଗ ଡ୍ରୋନ ପଠାଇ ଭାରତୀୟ ସୈନ୍ୟଙ୍କ ସଂଖ୍ୟା ଜାଣିବା ପରେ ଅଧିକ ସୈନ୍ୟ ପଠାଇ କରିଥିଲା…

ଗାଲଭାନ ଉପତ୍ୟକାରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଚୀନ୍ ଦ୍ୱାରା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା। ଏହି ଅଞ୍ଚଳରେ ପ୍ରକୃତ ସଂଖ୍ୟକ ଭାରତୀୟ ଖୋଜିବା ପାଇଁ ଚାଇନାର ସୈନିକମାନେ ଥର୍ମାଲ୍ ଇମେଜିଙ୍ଗ୍ ଡ୍ରୋନ୍ ବ୍ୟବହାର କରିଥିଲେ। ଏହି କାରଣରୁ ଏହି ଆକ୍ରମଣ ସମୟରେ ଭାରତୀୟ…

ଭାରତ-ଚୀନ ସୀମା ବିବାଦ ଉପରେ ଆମେରିକାର ନଜର, କହିଛି-ଶାନ୍ତିପୂର୍ଣ୍ଣ ସମାଧାନର କରିବ ସମର୍ଥନ

ପୁର୍ବ ଲଦାଖର ଗଲୱା ଘାଟିରେ ଭାରତୀୟ ଏବଂ ଚୀନୀ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ଟକ୍କରକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀଙ୍କର ବୟାନ ଆସିଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାରଦିନ କୁହାଯାଇଛି ଯେ ସେ ଭାରତ ଏବଂ ଚୀନ ସେନା ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ(ଏଲଓସି)ରେ ଉପୁଜିଥିବା…

ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ପରେ ଦେଖନ୍ତୁ ସୋସିଆଲ ମିଡିଆରେ କିଭଳି ମଜାଦାର ମିମ୍‌ର ସୁଅ ଛୁଟିଛି

ଭାରତରେ ଏକ ରିପୋର୍ଟ ପରଠାରୁ ରୁଟି ଓ ପରଟା ଅନ୍‌ଲାଇନରେ ବେଶ ଟ୍ରେଣ୍ଡ କରିବାକୁ ଲାଗିଛି । ରିପୋର୍ଟରେ କୁହାଯାଇଥିଲା ଯେ ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି, ଯେବେକି ରୁଟି ଉପରେ ଏହି ଦର ପାଂଚ ପ୍ରତିଶତ ରହିଛି । ଏହା ପରଠାରୁ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ଖୁବ…

ଆମେରିକୀୟ ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ହେବେ ଅନମୋଲ ନାରଙ୍ଗ

ସେକେଣ୍ଡ ଲେଫ୍ଟନାଂଟ ଅନମୋଲ ନାରଙ୍ଗ ୱେଷ୍ଟ ପଏଂଟ ସ୍ଥିତ ଆମେରିକା ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ଭାବେ ଇତିହାସ ରଚିବେ । ନାରଙ୍ଗଙ୍କ ଜନ୍ମ ଆମେରିକାରେ ହୋଇଥିଲା ଏବଂ ଜର୍ଜିଆର ରୋଜୱେଲରେ ସେ ବଢ଼ିଛନ୍ତି । ସେ ଜର୍ଜିଆର ପ୍ରାଦ୍ୟୋଗିକ ସଂସ୍ଥାନରୁ ସ୍ନାତକ ହାସଲ…

ପାକିସ୍ତାନରେ ଜୁଆ ଖେଳ ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ମିଳିଲା ଜାମିନ, ଚାରିଦିନ ଜେଲର ପବନ ଖାଇବାକୁ ପଡ଼ିଲା

ଯେଉଁଠି ବର୍ତମାନ ଦୁନିଆରେ ମଣିଷ ଅନେକ ଅପରାଧ କରି ମଧ୍ୟ ଛାତିକୁ ଆଗକୁ କାଢ଼ି ମୁକ୍ତ ଭାବେ ବୁଲି ପାରୁଛି , ସେଠି ପୁଣି ଗଧକୁ ହାଜତରେ ରଖାଯାଇଛି । କଣ ଆଶ୍ଚର୍ଯ୍ୟ ଲାଗୁଛି ? ଆଜିକାଲିର ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଘଟଣା ହେଉଛି ପାକିସ୍ତାନର, ଯେଉଁଠାରେ ପୋଲିସ ଗୋଟିଏ ଗଧକୁ ଜୁଆ…

ଡାକ୍ତରଙ୍କ ବେତନ ଦେୟକୁ ନେଇ ଶକ୍ତ ସୁପ୍ରିମ କୋର୍ଟ, କହିଲେ-ଯୁଦ୍ଧ ସମୟରେ ଯୋଦ୍ଧାଙ୍କୁ ଅପମାନିତ କରନ୍ତୁ ନାହିଁ

ସୁପ୍ରିମ କୋର୍ଟ ଶୁକ୍ରବାରଦିନ ଭୋକିଡ-୧୯ ବିରୁଦ୍ଧରେ ଲଢ଼େଇରେ ଲାଗିଥିବା ଡାକ୍ତରଙ୍କ ବେତନ ଓ ଆବାସ ବ୍ୟବସ୍ଥାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଯୁଦ୍ଧ ସମୟରେ ସୈନିକଙ୍କୁ ଅବହେଳା କରନ୍ତୁ ନାହିଁ । ଟିକିଏ ଆଗକୁ ବାହାରି ସେମାନଙ୍କ ଅଭିଯୋଗଗୁଡ଼ିକର ସମାଧାନ ପାଇଁ କିଛି…

ଭାରତର ଜବାଜୀ କାର୍ଯ୍ୟାନୁଷ୍ଠାନରେ ହାତ ଟେକିଲା ପାକିସ୍ତାନ, ଲାଉଡ ସ୍ପିକର ଜରିଆରେ ଗିଡ଼ଗିଡ଼ାଉଛି ପାକୀସ୍ତାନୀ ସେନା

ଆତଙ୍କିମାନଙ୍କୁ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଚାଲିଥିବା ଗୋଳାବର୍ଷଣ ଏବେ ତାରି ଉପରେ ହିଁ ଭାରି ପଡ଼ିଛି । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାକୁ ଭାରୀ କ୍ଷତିର ସାମ୍ନା କରିବାକୁ ପଡ଼ୁଛି । କ୍ଷତିରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସେନା ଏଣ୍ଡୁଅ ଭଳି ରଙ୍ଗ…

ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ସୂଚୀରେ ଚତୁର୍ଥ ସ୍ଥାନକୁ ଆସିଲା ଭାରତ, ତିନି ଲକ୍ଷର ନୀକଟତର ହେଲା ସଂକ୍ରମିତଙ୍କ…

ଦୁନିଆଯାକରେ କରୋନା ଭାଇରସରେ ବହୁଳ ଭାବେ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ବ୍ରିଟେନକୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଆସିଯାଇଛି । ଦେଶରେ ପ୍ରଥମଥର ୨୪ ଘଂଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣର ମାମଲା ୧୦,୦୦୦କୁ ଅତିକ୍ରମ କରିଯାଇଛି ଏବଂ ସଂକ୍ରମଣର ମୋଟ ସଂଖ୍ୟା ୨,୯୭,୫୩୫ରେ ପହଂଚିଯାଇଛି,…

ଆମେରିକାରେ ପ୍ରଥମଥର କୋଭିଡ-୧୯ରେ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତିରୋପଣ

କରୋନା ଯୋଗୁଁ ଖରାପ ହେଉଥିବା ଫୁସଫୁସର ପ୍ରତିରୋପଣ କ୍ଷେତ୍ରରେ ଆମେରିକାକୁ ଏକ ବଡ଼ ସଫଳତା ମିଳିଛି । ଆମେରିକାର ଚିକାଗୋରେ ଡାକ୍ତରୀ ଦଳ ଜଣେ ମହିଳାଙ୍କର କରୋନା ଯୋଗୁଁ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତ୍ୟାରୋପଣ କରିଛନ୍ତି । ଏଠାରେ ଖାସ କଥା ହେଉଛି ଯେ ପ୍ରତ୍ୟାରୋପଣ…