ଦେଶର ପ୍ରଥମ କରୋନା ଭ୍ୟାକ୍ସିନ କୋଭ୍ୟାକ୍ସିନର ହ୍ୟୁମନ ଟ୍ରାୟଲ ଆରମ୍ଭ , ଜାଣନ୍ତୁ ଏପର୍ଯ୍ୟନ୍ତର ଅପଡେଟ
ICMR ଯଥା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏବଂ ଭାରତ ବାୟୋଟେକ୍ ମିଳିତ ଭାବେ କରୋନା ଭ୍ୟାକ୍ସିନ କୋଭାକ୍ସିନ ପ୍ରସ୍ତୁତି କରିନେଇଥିବା ଆମେ ଆଗରୁ ଜାଣିଛୁ ଯାହାର କୋଡ୍ BBV152 ରଖାଯାଇଛି| ଏହି ଟିକା ଅଗଷ୍ଟ ୧୫ ସୁଦ୍ଧା ଲଂଚ କରାଯିବ ବୋଲି ଦାବି କରାଯାଇଥିଲା, କିନ୍ତୁ ଏହା…