Browsing Tag

khabar-latest

୨.୯୭ କୋଟିରେ ବିକ୍ରି ହେଲା ଷ୍ଟିଭ୍ ଜବ୍ସଙ୍କ ଦ୍ବାରା ହାତ ନିର୍ମିତ ଆପଲ୍‌ର ପ୍ରଥମ କମ୍ପ୍ୟୁଟର

ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ଏବଂ ଷ୍ଟିଭ୍ ୱୋଜନାଇକ୍ ଙ୍କ ଦ୍ୱାରା ହାତରେ ନିର୍ମିତ ପ୍ରଥମ ଆପଲ୍ କମ୍ପ୍ୟୁଟର, ଆପଲ୍ -୧ ମଙ୍ଗଳବାର ଦିନ ଆମେରିକାର ନିଲାମରେ ୪00,000 ଡଲାରରେ ବିକ୍ରି ହୋଇଛି। ୪୫ ବର୍ଷ ପୁରୁଣା କମ୍ପ୍ୟୁଟରକୁ ଅନ୍ୟ ଦୁଇଜଣଙ୍କ ସାହାଯ୍ୟରେ ୱୋଜନାଇକ୍ ଏବଂ ଜବ୍ସ ଡିଜାଇନ୍,…

ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ପିସ ପୁରସ୍କାର ବିଜେତା ମଲାଲା

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ଜୀବନ ନୂଆ ଇଂନିସ ଆର୍ଭ କରିଛନ୍ତି । ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା । ସୋସିଆଲ ମିଡିଆରେ ଟ୍ୱିଟ କରି ମଲାଲା ଏହି ସୂଚନା ଦେଇଛନ୍ତି । ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ…

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କଙ୍ଗନା ରଣାୱତ: ପାରମ୍ପାରିକ ପୋଷାକରେ ପହଞ୍ଚିଲେ ଅଭିନେତ୍ରୀ, ଦେଖନ୍ତୁ ଫଟୋ

ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଭିନେତ୍ରୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ପାଇବା ପାଇଁ ଦିଲ୍ଲୀରେ ପହଞ୍ଚିଥିବା କଙ୍ଗନା ଏକ…

ଆଧାର କାର୍ଡରେ କେତେ ଥର ବଦଳାଇପାରିବେ ନାମ ଏବଂ ଜନ୍ମ ତାରିଖ ? ଜାଣନ୍ତୁ ଏଠାରେ

ଯଦି ଆପଣ ଭାବୁଛନ୍ତି ଯେ ଆପଣ ଆଧାର କାର୍ଡରେ ନିଜ ନାମ ଏବଂ ଜନ୍ମ ତାରିଖକୁ ବାରମ୍ବାର ବଦଳାଇ ପାରିବେ, ତେବେ ଏହା ଭୁଲ ଅଟେ | ଆଧାର କାର୍ଡରେ ଯେକୌଣସି ପରିବର୍ତ୍ତନ କେବଳ ଅଳ୍ପ ଥର ଘଟେ | ଏହା ପରେ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ମୋବାଇଲ୍ ଫୋନ୍ ଅପଡେଟ୍ କରନ୍ତୁ…

ବିଶ୍ବର କ୍ଷୁଧା ଦୂର କରିବାକୁ ପ୍ରସ୍ତୁତ ଟେସଲା ମୁଖ୍ୟ: କହିଲେ ୟୁଏନ ପ୍ରମାଣ ଦେଉ ୬ ବିଲିୟନ ଡଲାରରେ କିଭଳି ଶେଷହେବ…

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଦୁନିଆରୁ କ୍ଷୁଧା ଦୂର କରିବାକୁ ଆଗେଇ ଆସିଛନ୍ତି। ଟେସଲା ମୁଖ୍ୟ ଏଲୋନ୍ ମସ୍କ କହିଛନ୍ତି ଯେ ଜାତିସଂଘର ଅଧିକାରୀମାନେ ଯଦି ପ୍ରମାଣ କରିଦିଅନ୍ତି ଯେ ତାଙ୍କର ୬ ବିଲିୟନ ଡଲାର ବିଶ୍ବର କ୍ଷୁଧାକୁ ଦୂର କରିପାରିବ ତେବେ ସେ ତାଙ୍କ ସେୟାର ବିକ୍ରୟ କରିବାକୁ…

ରୁଷରେ ପୁନର୍ବାର ଲାଗିଲା ଲକଡାଉନ୍: ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା, ଗୋଟିଏ ଦିନରେ ୪୦ ହଜାର ମାମଲା, ୧୧୫୯ ଜଣଙ୍କର…

ରୁଷରେ ଦ୍ୱିତୀୟ କରୋନା ଲହର ସଂପୂର୍ଣ୍ଣ ବନ୍ଦ ହୋଇଛି କି ନାହିଁ ଏବେ ପୁଣି ଥରେ ସଂକ୍ରମଣ ବ୍ୟାପିବାରେ ଲାଗିଲାଣି | କରୋନା ପୁଣି ରୁଷରେ ହଇଚଇ ସୃଷ୍ଟି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି। ମହାମାରୀ ଆରମ୍ଭରୁ ଏହା ସର୍ବାଧିକ ସଂଖ୍ୟା ଅଟେ।…

କରୋନା ଲଢ଼େଇ ଦିଗରେ ଆଉ ଏକ ପଦକ୍ଷେପ, ଏବେ ଘରକୁ ଘର ଯାଇ ଦିଆଯିବ ଟିକା

କରୋନା ମହାମାରୀ ମାତ୍ ଦେବାକୁ ତୟାର କେନ୍ଦ୍ର ସରକାର । ସବୁପ୍ରକାର ପ୍ରସ୍ତୁତି କରିଛନ୍ତି ସରକାର । ଗତ କିଛିଦିନ ମଧ୍ୟରେ ଦେଶରେ ୧୦୦ କୋଟି ଟିକାକରଣ ଅଭିଯାନ କିର୍ତ୍ତୀମାନ ସ୍ଥାପନ ହୋଇଛି । ଆଗକୁ ଏହି ଟିଟାକରଣକୁ ବ୍ୟାପକ କରିବାକୁ ଡୋରୁ ଟୁ ଡୋର ଟିକାକରଣ ଅଭିଯାନ ଆରମ୍ଭ କରାଯିବ ।…

ଦେଶରେ ପୁଣି ଡରାଇଲାଣି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଗତ ୨୪ ଘଂଟାରେ ଆଉ ୭୩୩ ମୃତ

ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା…

ଏହି ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍, କାମ କରିବନି ଫେସବୁକ୍ ଏବଂ ହ୍ବାଟସ ଆପ

ଆଜି ରାଜସ୍ଥାନର ଭରତପୁର, ବିକାନେର, ହନୁମାନଗଡ, ସୱାଇ ମାଧପୁର, ଅଜମେର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଆଜି ଦିନ ହେବାକୁ ଥିବା ରାଜସ୍ଥାନ ଜନସେବା ଆୟୋଗର ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ…

ସମୁଦ୍ରରେ ହଠାତ ନଜର ଆସିଲା ଦୁନିଆର ସବୁଠୁ ମହଙ୍ଗା ମାଛ, ଦେଖିବାକୁ ଲାଗିଗଲା ଲୋକଙ୍କ ଭିଡ଼

ଆପଣ ଦୁନିଆର 'ସବୁଠାରୁ ମହଙ୍ଗା ମାଛ' ବିଷୟରେ ଜାଣିଛନ୍ତି କି? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ସେହି ମାଛ ବିଷୟରେ କହିବାକୁ ଯାଉଛୁ | ଏହାର ଶିକାର କରିବା ତ ଦୂର କଥା ଯଦିଓ ଏହା ହଠାତ୍ କାହା ହାତରେ ଧରାପଡିଯାଏ, ତେବେ ଏହାକୁ ମୁକ୍ତ କରିବାକୁ ପଡିବ, କାରଣ ଯଦି ଆପଣ ତାହା ନକରନ୍ତି…