Browsing Tag

khabar-latest

ବିଶିଷ୍ଟ ଗାନ୍ଧୀବାଦୀ ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ୯୦ତମ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର: ବରୀ ଅଞ୍ଚଳର ବିଶିଷ୍ଟ ଗାନ୍ଧୀବାଦୀ ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ୯୦ତମ ଜନ୍ମ ଦିବସ ଅବସରରେ ଆଜି ଭୁବନେଶ୍ବର ଉପକଣ୍ଠସ୍ଥ ପାତ୍ରପଡ଼ାରେ ଥିବା ସ୍ମୃତିବନରେ ଚାରା ରୋପଣ ସହିତ ସ୍ମୃତିଶିଳା ସ୍ଥାପନ କରାଯାଇଛି। ଅଚ୍ୟୁତାନନ୍ଦ ସାମଲ ସ୍ମାରକ…

ଭାରତ ଓ ମରିସସ ଦ୍ୱିପାକ୍ଷିକ ସମ୍ପର୍କକୁ ‘ଉନ୍ନତ ରଣନୈତିକ ଭାଗିଦାରୀ’ରେ ପରିଣତ କରିବା ଉପରେ…

ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ ଗସ୍ତ କରିଛନ୍ତି। ମରିସସର ଜାତୀୟ ଦିବସ ଅବସରରେ ପିଏମ ନରେନ୍ଦ୍ର ମୋଦୀ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ସୁଦୃଢ଼…

ଗ୍ରାମାଞ୍ଚଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମହା ଦୁର୍ନୀତି: ନା ଅଛି ସୂଚନାଫଳକ ନା ଠିକରେ ତଦାରଖ କରୁଛନ୍ତି ନିର୍ବାହୀ…

ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପ୍ରକୃତରେ କାର୍ଯ୍ୟ ଦୁର୍ବଳ । ଆମ ସମସ୍ତ ଜନସାଧାରଣଙ୍କ ଟିକସ ଆଦାୟ ହୋଇ ଯେଉଁ ଅର୍ଥ ସଞ୍ଚିତ ହେଉଛି ଓ ଆମ ମାନଙ୍କ ଉନ୍ନତି ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସମସ୍ତେ ଜାଣିବା ଓ ତଦାରଖ କରିବା ଆମର ମୌଳିକ ଅଧିକାର ରହିଛି। ଏହା ସମସ୍ତେ…

ରାଜ୍ୟରେ ୪୦ ଟପିବ ତାପମାତ୍ରା, ଏନେଇ ସବୁ ଜିଲ୍ଲାପାଳଙ୍କୁ କରାଗଲା ସତର୍କ

ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ…

ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାର ମହିଳାଙ୍କ ଖାତାକୁ ଗଲା ଶୁଭଦ୍ରା ଟଙ୍କା

ଭୁବନେଶ୍ୱର: ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପ୍ରଦାନ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ହୋଇଛି । ଏଥିରେ ଉପକୃତ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀ ଉପକୃତ ହୋଇଛନ୍ତି । ଏହା ଦ୍ବାରା ରାଜ୍ୟ…

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିଲା ଓଡ଼ିଶାର ପ୍ରଥମ ଡାଇନୋସର ଥିମ୍ ବିଶିଷ୍ଟ ପାର୍କ

ଓଡ଼ିଶାର ପ୍ରଥମ ଡାଇନୋସର ଥିମ ବିଶିଷ୍ଟ ପାର୍କ 'ଡାଇନୋସର ଆଲାଇଭ୍' ସୋମବାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆର୍ଏସ୍ସି)ରେ ଉଦ୍ ଘାଟିତ ହୋଇଛି। ଅଢ଼େଇ ଏକର ପରିମିତ ଏହି ଉଦ୍ୟାନରେ ଆଜୀବନ ଆକାରର ଡାଇନୋସର ମଡେଲ, ମୋସନ୍-ସେନ୍ସର ଇଫେକ୍ଟ ଏବଂ ଇମର୍ସିଭ୍ ଗ୍ରାଫିକ୍ସ ରହିଛି,…

ଜେଲେନସ୍କିଙ୍କ ସହ ବିତର୍କ ପରେ ଆମେରିକାର ବଡ଼ ପଦକ୍ଷେପ, ୟୁକ୍ରେନକୁ ସାମରିକ ସହାୟତା ଉପରେ ଲଗାଇଲା ରୋକ

ମିଡିଆ ରିପୋର୍ଟ ଅନୁଯାୟୀ, ହ୍ଵାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକା ୟୁକ୍ରେନକୁ ସହାୟତା ବନ୍ଦ କରୁଛି ଏବଂ ଏହାର ସମୀକ୍ଷା କରୁଛି। ୟୁକ୍ରେନର ନେତାମାନେ ଶାନ୍ତି ପ୍ରତି ସଦ୍ ଭାବନା ପ୍ରଦର୍ଶନ କରିବେ ବୋଲି ଟ୍ରମ୍ପ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।…

ଏହିଦିନ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ, ନାସା ପକ୍ଷରୁ ଆସିଲା ସୂଚନା

ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋର ମାର୍ଚ୍ଚ ୨୦୨୫ ଶେଷ ରେ ପୃଥିବୀକୁ ଫେରିବେ ବୋଲି ନାସା ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ମିଶନ ପୁନଃନିର୍ଦ୍ଧାରଣ ଏବଂ ବୈଷୟିକ ସମସ୍ୟା କାରଣରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ କୁ ସ୍ଥଗିତ ରଖାଯାଇଥିଲା। ଦୁହେଁ ଅନ୍ତର୍ଜାତୀୟ ମହାକାଶ…

World Wildlife Day 2025: ପ୍ରଧାନମନ୍ତ୍ରୀ ମୋଦି ଗିରରେ ନେଲେ ଜଙ୍ଗଲ ସଫାରିର ମଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟଗସ୍ତରେ ଅଛନ୍ତି । ସୋମବାର ସକାଳେ ସେ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଜୁନାଗଡ଼ ଜିଲ୍ଲାର ଗିର୍ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ। ସୋମନାଥରୁ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସାସାଙ୍ଗର ଫରେଷ୍ଟ ଗେଷ୍ଟ ହାଉସ 'ସିଂହ…

ଲଢୁଆ ବିମାନଠାରୁ ଆରମ୍ଭ କରି ମିଶନ ୫୦୦ ପର୍ଯ୍ୟନ୍ତ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତରୁ ଦେଶକୁ…

ହ୍ଵାଇଟ୍ ହାଉସ୍ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ମଧ୍ୟ ପହଞ୍ଚିଥିଲେ । ଦୁଇ ଦେଶ ମଧ୍ୟରେ ପଞ୍ଚମ ପିଢ଼ିର…