ବଜେଟ ପରେ ମହଙ୍ଗା ମାଡ଼ : ଏଲପିଜି ସିଲିଣ୍ଡରର ଦାମ ବଢ଼ାଇଲେ ତୈଳ କମ୍ପାନୀ
ଆଜି ସରକାରୀ ତୈଳ କମ୍ପାନୀଗୁଡିକ ସାଧାରଣ ଜନତାଙ୍କୁ ଝଟକା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ସହିତ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ…