ପୁଣି ଟିକାକରଣ ଆରମ୍ଭ କରିବ ଜନସନ୍ ଆଣ୍ଡ ଜନସନ୍ସ, ଲାଗିଥିଲା ପ୍ରତିବନ୍ଧକ
ଆମେରିକାର ସ୍ବାସ୍ଥ୍ୟ ଅଧିକାରୀ ଜନସନ ଆଣ୍ଡ ଜନସନ କମ୍ପାନୀର ମାତ୍ର ଗୋଟିଏ ଡୋଜ୍ ଟିକାରେ କୋଭିଡ୍-୧୯ ଟିକାକରଣ ଉପରେ ୧୧ ଦିନିଆ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବୈଜ୍ଞାନିକ ପରାମର୍ଶଦାତାମାନେ ଜାଣିବାକୁ ପାଇଥିଲେ ଯେ ଏହାର ପ୍ରଭାବ ରକ୍ତ ଜମାଟ ବାନ୍ଧିବା ବିପଦଠାରୁ ବହୁ ଅଧିକ ଅଟେ ।…