ଡାକ୍ତରଖାନାରେ ଲାଗିଥିଲା ନିଆଁ : ତଥାପି ଚାଲିଥିଲା ଓପନ ହାର୍ଟ ସର୍ଜରୀ, ତାପରେ କଣ ଘଟିଲା ଜାଣନ୍ତୁ
ରୁଷର ବ୍ଲାଗୋଭେଟେନ୍ସ୍କ (Blagoveshchensk) ସହରରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଡାକ୍ତରମାନଙ୍କୁ କାହିଁକି ଭଗବାନଙ୍କ ମାନ୍ୟତା ଦିଆଯାଇଥାଏ ସେହି ବକ୍ତବ୍ୟକୁ ଯଥାର୍ଥ କରୁଛି। ଶୁକ୍ରବାର ଦିନ, ବ୍ଲାଗୋଭେଶେନ୍ସ୍କ ସହରର ଏକ ଡାକ୍ତରଖାନାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ତେବେ…