କୁକୁରକୁ ବେଲୁନରେ ବାନ୍ଧି ଉଡ଼ାଇଦେଲେ ଦିଲ୍ଲୀର ଏହି ୟୁଟ୍ୟୁବର, ଭିଡିଓ ଭାଇରାଲ ହେବା ପରେ ହେଲେ ଗିରଫ
ଦିଲ୍ଲୀର ମାଳବୀୟ ନଗରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୟୁଟ୍ୟୁବର୍ ତାଙ୍କ ପୋଷା କୁକୁରକୁ ବେଲୁନରେ ବାନ୍ଧି ଉଡ଼ାଇ ଦେଇଛନ୍ତି। ଏହା ପରେ ତାଙ୍କ ଉପରେ ପଶୁମାନଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ୟୁଟ୍ୟୁବର୍ ଗୌରବ ଶର୍ମାଙ୍କୁ ଦିଲ୍ଲୀ ପୋଲିସ…