ଗର୍ଭବତୀ ମହିଳାଙ୍କ ପାଇଁ କେତେ ସୁରକ୍ଷିତ କୋଭିଡ ଟିକା ? ସରକାର ଜାରି କଲେ ନୂତନ ନିର୍ଦ୍ଦେଶନାମା
କରୋନା ମହାମାରୀର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଯେ ତୃତୀୟ ଲହରର ଭୟ ଆହୁରି ବଢ଼ିଯାଇଛି | ଏହି ମାରାତ୍ମକ ଭାଇରସ କାହାକୁ ମଧ୍ୟ ଧରିପାରେ | ସେଥିପାଇଁ ସରକାର ସମସ୍ତଙ୍କୁ ଟୀକା ଗ୍ରହଣ କରିବାକୁ କହିଛନ୍ତି। ବର୍ତ୍ତମାନ ଗର୍ଭବତୀ ମହିଳାମାନେ ମଧ୍ୟ କରୋନା ଟିକା ପାଇପାରିବେ |…