Browsing Tag

jiban-latest

ଆଂଟିଅକ୍ସିଡାଂଟରେ ଭରପୂର ହୋଇଥାଏ ଆଖୁରସ, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ଗ୍ରୀଷ୍ମ ଋତୁରେ ଏକ ଗ୍ଲାସ୍ ଆଖୁ ରସର ଅନୁଭବ ନିଆରା । ଏହା କେବଳ ଆପଣଙ୍କୁ ଥଣ୍ଡା କରେ ନାହିଁ ବରଂ ଅନେକ ଉପାୟରେ ଆପଣଙ୍କ ଶରୀରକୁ ମଧ୍ୟ ଉପକୃତ କରିଥାଏ | ପ୍ରାକୃତିକ ଭାବରେ ସବୁଜ ରଙ୍ଗର ଆଖୁ ରସ କେବଳ ମିଠା ଏବଂ ଆନନ୍ଦଦାୟକ ନୁହେଁ, ବରଂ ପାରମ୍ପାରିକ ଭାରତୀୟ ଔଷଧ ଅନୁଯାୟୀ ଅତ୍ୟନ୍ତ…

ଆଣ୍ଠୁ ଓ କହୁଣୀରୁ କଳାଦାଗ ହଟାଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ଉପାୟ

ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ ଡ୍ରେସ ପିନ୍ଧି ହୁଏନି। ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଟିପ୍ସ ଆପଣେଇ…

ଗ୍ରୀଷ୍ମ ଋତୁରେ ବଢ଼ିଯାଇଥାଏ ଏହିସବୁ ରୋଗର ବିପଦ: ନିଜ ସ୍ୱାସ୍ଥ୍ୟ ପ୍ରତି ରୁହନ୍ତୁ ବିଶେଷ ସଜାଗ

ଯେତେବେଳେ ଶୀତଋତୁ ପରେ ଗ୍ରୀଷ୍ମର ଆଗମନ ହୋଇଥାଏ ସେତେବେଳେ ଆରମ୍ଭରୁ ତ ବହୁତ ଭଲ ଲାଗିଥାଏ, କିନ୍ତୁ ଯେମିତି ଗରମ ବଢ଼ିବାକୁ ଲାଗିଥାଏ ସେମିତି ସମସ୍ୟା ମଧ୍ୟ ବଢ଼ିବାକୁ ଲାଗିଥାଏ । ଏହି ଋତୁ ନିଜ ସହିତ ଅନେକ ରୋଗ ନେଇ ଆସିଥାଏ । ତେଣୁ ଏହି ଋତୁରେ ବିଶେଷ ରୂପେ ସାବଧାନ ରହିବା ଆବଶ୍ୟକ ।…

ସ୍କିନ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବାରେ ବେଶ ଲାଭକାରୀ ହୋଇଥାଏ କଂଚା କ୍ଷୀର, ଏପରି କରନ୍ତୁ ବ୍ୟବହାର

ଏବେ ଚର୍ମ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ପାଲଟି ଗଲାଣି । ବିଶେଷକରି ଗ୍ରୀଷ୍ମ ଋତୁରେ, ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ସ୍କିନ୍ ଡଲ୍ , ଡ୍ରାଏ ଏବଂ ଖରାପ ଦେଖାଯାଇଥାଏ । ତେଣୁ ଏଥିଲାଗି ଆପଣ କଞ୍ଚା କ୍ଷୀର ବ୍ୟବହାର କରିପାରିବେ । କଞ୍ଚା କ୍ଷୀରରେ ଭିଟାମିନ୍ ଏ, ଡି,…

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ବେଶ ଲାଭଦାୟୀ ହୋଇଥାଏ ଏହି ପାଂଚଟି ଫଳ

ଉଚ୍ଚ ରକ୍ତଚାପ ଏକ ଏପରି ସମସ୍ୟା ଯାହା ଗ୍ରୀଷ୍ମ ଋତୁରେ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ଏହି ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ନିୟମିତ ଜୀବନଶ ଶୈଳୀ ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦେଇ ଏହି ରୋଗକୁ ବହୁ ପରିମାଣରେ…

ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ପାଂଚୋଟି ସରଳ ଡ୍ରିଙ୍କସ

ନିଜକୁ ଫିଟ୍ ରଖିବା ପାଇଁ ଏକ ଷ୍ଚ୍ରିକ୍ଟ ଏକ୍ସସରସାଇଜ ରୁଟିନର ପାଳନ କରିବା ସେତିକି ମହତ୍ତ୍ଵପୂର୍ଣ୍ଣ, ଯେତିକି ଠିକ ଜିନିଷ ଖାଇବା ଏବଂ ପିଇବା। କିନ୍ତୁ ଆମେ ଦୁଇଟି ଯାକରେ ସଠିକ ଭାବେ ସନ୍ତୁଳନ ରଖିନଥାଉ। ତେଣୁ ଏହାର କ୍ଷତି ଆମକୁ ହିଁ ଉଠାଇବାକୁ ପଡିଥାଏ। ଓଜନ କମ କରିବା ପାଇଁ ଆମକୁ ଆମର…

ଯଦି ଏହି ଚାରୋଟିରୁ କୌଣସି ଗୋଟିଏ ସଙ୍କେତ ଦେଖୁଛନ୍ତି : ତେବେ ବୁଝିଯାଆନ୍ତୁ ଆପଣଙ୍କ ଉପରେ ହେବାକୁ ଯାଉଛି ଧନବର୍ଷା

ଧାର୍ମିକ ବିଶ୍ୱାସରେ କିଛି ସଂକେତ ଅଛି ଯାହା ଘଟିବା ବହୁତ ଭଲ ବୋଲି ବିବେଚନା କରାଯାଏ | ଯଦି ଏହି ସଙ୍କେତଗୁଡ଼ିକ ଆପଣଙ୍କ ସହିତ ଘଟେ, ତେବେ ଏହା ବୁଝିଯାଆନ୍ତୁ ଯେ ଆପଣ ନିକଟ ଭବିଷ୍ୟତରେ କିଛି ଶୁଭ ଲାଭ ପାଇବାକୁ ଯାଉଛନ୍ତି | ତେବେ ଆସନ୍ତୁ ଜାଣିବା ଏପରି ଶୁଭ ସଙ୍କେତଗୁଡ଼ିକ କ’ଣ? ଘର…

ଖରାଦିନେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ସମସ୍ୟା

ଖରାଦିନେ ଖାଦ୍ୟପେୟରେ ସାମାନ୍ୟ ଆବହେଳା କଲେ ଶରୀରକୁ ବହୁ ପ୍ରକାର ରୋଗର ସାମନା କରିବାକୁ ପଡ଼େ। ଏହି ସମୟରେ କୌଣସି ଖାଦ୍ୟ ଅଧିକ ସମୟ ଯାଏଁ ସତେଜ ନରହିବାର ସମ୍ଭାବନା ଅଧିକ ଥାଏ। ତେଣୁ ସଠିକ୍ ଭାବରେ ନିଜ ଖାଦ୍ୟପାନୀୟର ଯତ୍ନ ନନେଲେ ଶରୀର ଅସୁସ୍ଥ ହେବାର ଯଥେଷ୍ଟ ଆଶଙ୍କା ରହିଛି।…

କସମେଟିକ୍ ବଦଳରେ ଏହି ଘରୋଇ ଉପାୟରେ ଖରାଦିନେ ଆଣନ୍ତୁ ନିଜ ମୁହଁରେ ଚମକ

ସୁନ୍ଦରତା ତଥା ସ୍କିନର ଉଜ୍ଜଳତା ବଜାୟ ରଖିବା ପାଇଁ ଅନେକ ମହିଳା ବିଭିନ୍ନ ପ୍ରକାର କସମେଟିକ୍ ଉତ୍ପାଦ ବ୍ୟବହାର କରିଥାନ୍ତି। ଯାହାକି ସେମାନଙ୍କର ସ୍କିନକୁ ଭଲ କରିବା ପରିବର୍ତ୍ତେ ଖରାପ କରିଥାଏ। କସମେଟିକ୍ ସାମଗ୍ରୀ ବ୍ୟହବାର ବଦଳରେ ଆପଣ କିଛି ପ୍ରାକୃତିକ ଉପାୟ ବି ଗ୍ରହଣ କରିପାରିବେ।…

ଲୁଣର ଏହି ଉପାୟରେ ଜୀବନରୁ ଦୂର ହେବ ନକରାତ୍ମକତା, ଜାଣନ୍ତୁ କିପରି

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପରିବେଶ ତଥା ଆମ ଚାରିପାଖରେ ଥିବା ଜିନିଷରୁ ଉର୍ଜା ବାହାରିଥାଏ । ଉର୍ଜା ଦୁଇ ପ୍ରକାରର ହୋଇଥାଏ ଯଥା ସକରାତ୍ମକ ଉର୍ଜା ଏବଂ ନକାରାତ୍ମକ ଉର୍ଜା | ଜୀବନରେ ସକରାତ୍ମକ ଉର୍ଜା ଯୋଗୁଁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବଜାୟ ରହିଥାଏ, ଯେତେବେଳେକି ନକାରାତ୍ମକ…