ଦହି ସହିତ ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ: ହୋଇପାରେ ସମସ୍ୟା
ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା…