ଛୋଟ ହେଲେ ମଧ୍ୟ ବେଶ ଲାଭକାରୀ ହୋଇଥାଏ ଜାମୁକୋଳି, ମିଳିଥାଏ ଆଶ୍ଚର୍ଯ୍ୟଜନକ ଫାଇଦା
ବର୍ଷା ଋତୁର ଆଗମନ ସହ ଏବେ ଚାରିଆଡେ଼ ଜାମୁକୋଳିର ଆସର ତ ନିଶ୍ଚିତ ଦେଖିବାକୁ ମିଳିବ । ଜାମୁକୋଳି ଦେଖିବାକୁ କଳା ଓ ଏହାର ଆକାର ଛୋଟ | ଏହା ଖାଇବାରେ ମଧ୍ୟ ଏହା ବେଶ ସୁଆଦିଆ ହୋଇଥାଏ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଜାମୁକୋଳି…