ଗୁରୁବାର ଦିନ ଏହି ସବୁ କାର୍ଯ୍ୟ କରିବାଠୁ ରୁହନ୍ତୁ ଦୂରେଇ.. ନଚେତ
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବା ଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ, ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି। କୁହାଯାଏ ଯେ, ଯେତେ ବଡ଼ ସମସ୍ୟା ହେଉନା କାହିଁକି ଗୁରୁବାର ଦିନ ଶ୍ରୀ ହରିଙ୍କୁ ଭକ୍ତିର ସହ…