Browsing Tag

jiban-latest

ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ

ଯେତେବେଳେ ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଯାଏ ସେତେବେଳେ ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ। ଦୀର୍ଘ ସମୟ ଧରି ରକ୍ତରେ ଅଧିକ ଗ୍ଲୁକୋଜ୍ ହୃଦଘାତ, ନର୍ଭ ଡ୍ୟାମେଜ୍, ଆଖି ସମସ୍ୟା ଏବଂ କିଡନୀ ରୋଗ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢାଇଥାଏ। ତେଣୁ ଏଥିପାଇଁ…

କରୋନା କାଳରେ ନିଜ ପିଲାଙ୍କ ଇମ୍ୟୁନିଟକୁ କରନ୍ତୁ ଦୃଢ଼, ସେମାନଙ୍କ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ଏବେ ମଧ୍ୟ କରୋନାର କାୟା ଜାରି ରହିଛି। ଏହାସହ ୩ୟ ତରଙ୍ଗର ମଧ୍ୟ ଆଶଙ୍କା କରାଯାଉଛି। ଏହି ତରଙ୍ଗରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହି କାରଣରୁ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଶିଶୁମାନେ ଯେପରି ଆବଶ୍ୟକ ପରିମାଣରେ ଭିଟାମିନ ଯୁକ୍ତ…

ସକାଳୁ ଉଠି ଜପ କରନ୍ତୁ ଏହି ମନ୍ତ୍ର : ପୁରା ଦିନ କଟିଥାଏ ଭଲ, ଜୀବନକୁ ଆସିଥାଏ ସକରାତ୍ମକତା

କଥାରେ ଅଛି ଦିନର ଆରମ୍ଭ ଯେତେ ଭଲ ହୁଏ ପୁରା ଦିନ ମଧ୍ୟ ସେତିକି ଭଲ ଯାଇଥାଏ | ଯେପରି ଆମେ ଆମ ଘରକୁ ଦୃଢ଼ କରିବା ପାଇଁ ମୂଳଦୁଆକୁ ଦୃଢ଼ କରିଥାଉ, ସେହିପରି ଦିନଟି ଭଲରେ ଯିବା ପାଇଁ ଦିନର ଭଲ ଆରମ୍ଭ ହେବା ଆବଶ୍ୟକ | କୁହାଯାଏ ଯେ ଯଦି ଏହି ମନ୍ତ୍ରଗୁଡିକ ସକାଳେ ଜାପ କରାଯାଏ, ତେବେ ଏହା…

ଘରେ ଝାଡ଼ୁର ବ୍ୟବାହାର ସମୟରେ ଏହି ଦିଗ ଗୁଡ଼ିକ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ: ନଚେତ ହୋଇଯିବେ କାଙ୍ଗାଳ

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି…

ହୃଦରୋଗ ଆଶଙ୍କାକୁ କମ କରିଥାଏ ୱାଲନଟ, କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ରଖେ ନିୟନ୍ତ୍ରଣରେ

ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି ବାର୍ସିଲୋନା ର ଗବେଷକମାନେ ସେମାନଙ୍କର ଗବେଷଣାରେ ଏହି ଦାବି କରିଛନ୍ତି। ଅନୁସନ୍ଧାନକାରୀ ଏବଂ ବାର୍ସିଲୋନା ଭିତ୍ତିକ ଡାଏଟିସିଆନ୍…

ଘରେ ଏହିସବୁ ଗଛ ଲଗାଇବା ଦେଇଥାଏ ଶୁଭଫଳ, ବଢ଼ିଥାଏ ସୁଖ ସମୃଦ୍ଧି

ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଉଚିତ ନୁହେଁ ଜାଣନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ତୁଳସୀ ଗଛ…

ପିଛା ଛାଡ଼ୁନି କି ଗ୍ୟାସ ସମସ୍ୟା ? ଏହି ଜିନିଷର ବ୍ୟବହାର କଲେ ଚୁଟକିରେ ମିଳିବ ମୁକ୍ତି

ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ। ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଜୁଆଣିରେ ପ୍ରୋଟିନ୍,…

ଚିନି ବଦଳରେ ଆପଣାନ୍ତୁ ଗୁଡ଼, ମିଳିଥାଏ ଏହି ପାଂଚୋଟି ଜବରଦସ୍ତ ଫାଇଦା

ଯେତେବେଳେ ବିଶୋଧିତ ଚିନି ସହିତ ଗୁଡକୁ ତୁଳନା କରାଯାଇଥାଏ, ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଥାଏ, କାରଣ ଏହା ଆପଣଙ୍କୁ ଚିନି ଅପେକ୍ଷା ଅଧିକ ଲାଭ ଦେଇଥାଏ। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ…

ଥାଇରଏଡରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ହୋଇପାରେ ସମସ୍ୟା

ଥାଇରଏଡ୍ ହେଉଛି ବେକରେ ଅବସ୍ଥିତ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି | ଶରୀରର ମେଟାବୋଲିକ୍ କାର୍ଯ୍ୟକଳାପରେ ଏହି ଗ୍ରନ୍ଥିର ବିଶେଷ ଅବଦାନ ରହିଛି | ଏହା ବ୍ୟତୀତ ଥାଇରଏଡ ହରମୋନର କାର୍ଯ୍ୟ ହେଉଛି ରକ୍ତରେ ସୁଗାର, କୋଲେଷ୍ଟ୍ରଲ ଏବଂ ଫସଫୋଲିପିଡର ପରିମାଣକୁ ନିୟନ୍ତ୍ରଣ କରିବା, ଅସ୍ଥି ଏବଂ…

ଘରେ ବାସ୍ତୁଦୋଷ ସୃଷ୍ଟି କରିଥାଏ ଆପଣଙ୍କ ଏହିସବୁ କାର୍ଯ୍ୟ, ଜାଣନ୍ତୁ ଏହାର ପ୍ରତିକାର

ଅଧିକ ଧନ ରୋଜଗାର କରିବା ସତ୍ବେ ଅନେକ ସମୟରେ ଘରେ ଧନର ଅଭାବ ଦେଖାଦେଇଥାଏ। ଏଭଳି ଘଟଣା ବହୁବାର ଦେଖିବାକୁ ମିଳିଥାଏ। ବାସ୍ତୁ ଜନିତ ସମସ୍ୟା କାରଣରୁ ଟଙ୍କାପଇସାର ଅଭାବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ନିକଟରେ ଥିବା କେତେକ ଜିନିଷ କାରଣରୁ ଏହି…