ଶୀତଦିନେ ସୁସ୍ଥ ରହିବା ପାଇଁ ଏହି ଜିନିଷ ଖାଇବା ଠାରୁ ରୁହନ୍ତୁ ଦୂରେଇ
ଶୀତ ଋତୁରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହି ଋତୁରେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଯାଏ | ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ମାଇକ୍ରୋବସ୍ ବୃଦ୍ଧି ପାଇଁ ଥଣ୍ଡା ପାଗ ମଧ୍ୟ ଅନୁକୂଳ ଅଟେ | ଏହା ବ୍ୟତୀତ ତାପମାତ୍ରାର ହ୍ରାସ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ…