ଗ୍ୟାଷ୍ଟ୍ରିକ ପାଇଁ ମୁଣ୍ଡ ବିନ୍ଧା ହେଉଥିଲେ; ଫଲୋ କରନ୍ତୁ ଏହି ଟିପ୍ସ
ବର୍ତ୍ତମାନ ସମୟରେ ଏସିଡିଟି ,ଗ୍ୟାଷ୍ଟ୍ରିକ ସଭିଁଙ୍କ ପାଇଁ ବିରାଟ ସସମ୍ୟା ପାଲଟିଛି। ଅନେକ ଥର ପେଟ ଓ ଅନ୍ତନଳୀ ସମସ୍ୟା ମସ୍ତିଷ୍କ ଯାଏଁ ଜଡିତ ହୋଇ ରହିଥାଏ। କିଛି ଲୋକଙ୍କ ଅମ୍ଳ ଦୋଷ କାରଣରୁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ମୁଣ୍ଡରେ ହେଉଥିବା ଏହି ଯନ୍ତ୍ରଣାକୁ ଗ୍ୟାଷ୍ଟ୍ରିକ ମୁଣ୍ଡବିନ୍ଧା…