ହେୟାର ଡ୍ରାୟର ବ୍ୟବହାର କରୁଥିବା ସମୟରେ ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ
ଏବେ ତ ଚାଲିଛି ବର୍ଷା ଦିନ । ଏହି ଋତୁରେ କେଶ ସଫା କରିବା ଦ୍ୱାରା ଥଣ୍ଡା ବଢିବାର ଆଶଙ୍କା ରହିଥାଏ। ତେଣୁ ପ୍ରାୟ ମହିଳା କେଶକୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିଥାନ୍ତି । ଏହା କେଶକୁ ଷ୍ଟାଇଲିସ୍ କରିବା ସହ ସାଇନ୍ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି? ହେୟାର ଡ୍ରାୟର ଆପଣଙ୍କ…