କ’ଣ ହେବ ଯଦି ଆପଣ ପ୍ରତିଦିନ ଖାଲି ପେଟରେ ଅଁଳା, ବିଟରୁଟ ଓ ଗାଜର ଜୁସ୍ ପିଅନ୍ତି
କୁହାଯାଏ ଯେ ସକାଳର ରୀତିନୀତି ପାଚନ କ୍ରିୟା, ମେଟାବୋଲିଜିମ୍ ଏବଂ ସାମଗ୍ରିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏଭଳି ଏକ ଅଭ୍ୟାସ ହେଉଛି ଅଁଳା, ବିଟରୁଟ ଓ ଗାଜର ଜୁସ୍ ର ମିଶ୍ରଣ ପିଇବା। ଏହି ମିଶ୍ରଣରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ଥାଏ ଯାହା ସାମଗ୍ରିକ…