ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା
ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣି ପିଇବା ଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ। ଯେପରି କୋଷ୍ଠ କାଠିନ୍ୟ, ଗ୍ୟାସ୍, ଏସିଡିଟି, ବଦହଜମୀ ଓ ପେଟରେ କଷ୍ଟ ଅନୁଭବ ହେବା ଆଦି ଦୂର ହୋଇଥାଏ ।
ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ବା ମହୁ ମିଶାଇ ପିଇବା ଦ୍ବାରା ପେଟ ବାହାରିବା କମ୍…