ଚାମଚ ବଦଳରେ ହାତରେ ଖାଦ୍ୟ ଖାଇବା କାହିଁକି ଏକ ସୁସ୍ଥ ଅଭ୍ୟାସ ଜାଣନ୍ତୁ
ହାତରେ ଖାଦ୍ୟ ଖାଇବାର ଅଭ୍ୟାସ ଅତ୍ୟନ୍ତ ପ୍ରାଚୀନ କାଳରୁ ଚାଲିଆସୁଛି । କିନ୍ତୁ ଦୁନିଆ ଆଗକୁ ବଢିବା ସହିତ ଏହି ଅଭ୍ୟାସ ଧିରେ ଧିରେ କମିବାକୁ ଲାଗିଲାଣି । ମାତ୍ର ଚାମଚରେ ଖାଦ୍ୟ ଖାଇବା ପରିବର୍ତ୍ତେ ହସ୍ତରେ ଭୋଜନ କରିବାର ଅନେକ ସ୍ୱାସ୍ଥ୍ୟଜନିତ ଉପକାର ରହିଛି। ହାତରେ ଭୋଜନ କରିବା ଚାମଚରେ…