ହୋଲି ଖେଳିବା ପୂର୍ବରୁ ନିଜ ସ୍କିନ ଏବଂ କେଶର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ, ବାସ ଆପଣାନ୍ତୁ ଏହି କେତୋଟି ସରଳ ଟିପ୍ସ
ଆଉ ଗୋଟିଏ ଦିନ ପରେ ଚାରିଆଡ଼େ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରାଯିବ । ଅନେକ ସ୍ଥାନରେ ଏବେଠାରୁ ହିଁ ହୋଲି ଉତ୍ସାହ ଦେଖିବାକୁ ମିଳିଲାଣି । ତେବେ ଏଥିପାଇଁ ଆପଣମାନେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ମଧ୍ୟ ନିଶ୍ଚିତ ଆରମ୍ଭ କରିଦେଇଥିଲେ । ତେବେ ଏହି ପ୍ରସ୍ତୁତି ସହିତ ଆଉ ଏକ ପ୍ରସ୍ତୁତି…