ଜାଣନ୍ତୁ ଖରାଦିନେ ଦହି ଖାଇବାର ସଠିକ ଉପାୟ
ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଗଲାଣି। ଏହି ଋତୁରେ ସାଧାରଣତଃ ଦହି ଓ ଥଣ୍ଡାଜାତୀୟ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। କିଛି ଲୋକେ ଦହିରେ ଚିନି ତ ଆଉ କିଛି ଲୁଣ ମିଶାଇ ପିଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକେ ଦହିରେ ଲସି ପ୍ରସ୍ତୁତ କରି ପିଇଥାଆନ୍ତି। ତେବେ ଦହିରେ ଲୁଣ ମିଶାଇ…