*ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପରିଚାଳନା ଓ ଯୋଗାଣ ଶୃଙ୍ଖଳ ପରିଚାଳନା ଉପରେ ପିଓଏମ୍ଏସ୍ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ…
ସମ୍ବଲପୁର: ଭାରତର ଅନ୍ୟତମ ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରିତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରଡକ୍ସନ୍ ଆଣ୍ଡ୍ ଅପରେସନ୍ସ ମ୍ୟାନେଜମେଂଟ୍ ସୋସାଇଟି (ପିଓଏମ୍ଏସ୍) ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପିଓଏମ୍ଏସ୍ ଇଣ୍ଡିଆ ଚାପ୍ଟର ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି…