ସାବିତ୍ରୀ ବ୍ରତ ଦିନ ସଧବା ନାରୀମାନେ କାହିଁକି ପୂଜନ୍ତି ବରଗଛ? ଜାଣନ୍ତୁ ଏହା ପଛର ପୌରାଣିକ ତଥ୍ୟ
ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହି ଦିନ ସଧବା ନାରୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଶୁଭ ମନାସୀ ଦିନ ତମାମ ଉପବାସ ରହି ମନ୍ଦିରରେ ପୂଜାର୍ଚ୍ଚନା କରିଥାଆନ୍ତି । ସକାଳୁ ପୂଜା ଥାଳି ଧରି ମଥାରେ ସିନ୍ଦୁର, ହାତରେ ନାଲି ଶଙ୍ଖା, ନୂଆ ଶାଢୀ…