କରନ୍ତୁ ତାୱା ସହିତ ଜଡ଼ିତ ଏହି ସରଳ ଉପାୟ, ଜୀବନରେ ବଜାୟ ରହିବ ସୁଖ ସମୃଦ୍ଧି
ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯିବା ସମୟରେ ତାୱାକୁ ଗରମ କରିବା ପରେ ପ୍ରତିଦିନ ବ୍ୟବହାର କରାଯାଉଥିବା ଲୁଣକୁ ଏଥିରେ ପକାନ୍ତୁ। ମାତ୍ର ଲୁଣରେ ଅନ୍ୟ କୌଣସି ଜିନିଷ ମିଶାନ୍ତୁ ନାହିଁ।
ତାୱା ଥଣ୍ଡା ହୋଇଯିବା ପରେ ଏଥିରେ ଲେମ୍ବୁ ଓ ଲୁଣ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ…